ଭଗବାନଙ୍କୁ ଧନ୍ୟବାଦ ମୁଁ ଆଉ କେଜ୍ରିଙ୍କ ସହିତ ନାହିଁ: ଆନ୍ନା ହଜାରେ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଲାଲୁ ପ୍ରସାଦ ଯାଦବ କୋଳାକୋଳି ହୋଇଥିଲେ। ଏହି କୋଳାକୋଳିକୁ ନେଇ ସମାଲୋଚନାର ଶିକାର ହେବାକୁ ପଡୁଛି କେଜ୍ରିୱାଲଙ୍କୁ। ସେ ଦୁର୍ନୀତି ବିରୋଧୀ ଲଢ଼େଇ କରୁଥିବା ବେଳେ ଦୁର୍ନୀତି କରି ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କ ସହି କୋଳାକୋଳି ଘଟଣାକୁ ଅନେକ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ସମାଜସେବୀ […]

anna-kejri

anna-kejri

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 01:19 PM IST

Sports

Latest News

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଲାଲୁ ପ୍ରସାଦ ଯାଦବ କୋଳାକୋଳି ହୋଇଥିଲେ। ଏହି କୋଳାକୋଳିକୁ ନେଇ ସମାଲୋଚନାର ଶିକାର ହେବାକୁ ପଡୁଛି କେଜ୍ରିୱାଲଙ୍କୁ। ସେ ଦୁର୍ନୀତି ବିରୋଧୀ ଲଢ଼େଇ କରୁଥିବା ବେଳେ ଦୁର୍ନୀତି କରି ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କ ସହି କୋଳାକୋଳି ଘଟଣାକୁ ଅନେକ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ସମାଜସେବୀ ଆନ୍ନା ହଜାରେ। ସେ କହିଛନ୍ତି ଯେ ଭଗବାନଙ୍କୁ ଧନ୍ୟବାଦ ସେ ଆଉ କେଜ୍ରିୱାଲଙ୍କ ସହିତ ନାହାନ୍ତି। ନହେଲେ ତାଙ୍କ ନାଁ ବି ଏହି ବିବାଦ ମଧ୍ୟକୁ ପଶି ଯାଇଥାଆନ୍ତି।

ଅନ୍ୟପକ୍ଷରେ କେଜ୍ରିୱାଲ୍ ସଫେଇ ଦେଇ ଚାଲିଛନ୍ତି ଯେ ଲାଲୁ ତାଙ୍କୁ ଷ୍ଟେଜ୍ ଉପରେ ନିଜ ଆଡକୁ ଟାଣି ନେଇଥିଲେ ଓ କୋଳେଇ ନେଇ ହାତ ବି ଉଠାଇ ଦେଇଥିଲେ। ତେବେ ଏହାର ମାନେ ନୁହେଁ ଯେ ସେ ଲାଲୁଙ୍କ ସହିତ ମେଣ୍ଟ କରି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story