୧୯୮୪ ଦଙ୍ଗା: ଆତ୍ମସମର୍ପଣ ପାଇଁ ସମୟ ଲୋଡ଼ିଲେ ସଜ୍ଜନ କୁମାର

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ ଆଜୀବନ ଜେଲଦଣ୍ଡ ପାଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ଆତ୍ମସମର୍ପଣ ପାଇଁ ଜାନୁଆରୀ ୩୧ ଯାଏ ସମୟ ଲୋଡ଼ିଛନ୍ତି। ଏନେଇ ସେ ଆଜି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ଆସନ୍ତାକାଲି ଏହି ଆବେଦନ ଉପରେ ଶୁଣାଣି କରିବେ। ଏହି ୭୩ ବର୍ଷୀୟ ରାଜନେତା ଜଣଙ୍କ କହିଛନ୍ତି, “ ତାଙ୍କର ୩ ଜଣ ସନ୍ତାନ ଏବଂ ୮ ଜଣ ନାତିନାତୁଣୀ ଅଛନ୍ତି। ସେମାନଙ୍କ ମଧ୍ୟରେ […]

s

s

Hemant Lenka
  • Published: Thursday, 20 December 2018
  • Updated: 20 December 2018, 03:58 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ ଆଜୀବନ ଜେଲଦଣ୍ଡ ପାଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ଆତ୍ମସମର୍ପଣ ପାଇଁ ଜାନୁଆରୀ ୩୧ ଯାଏ ସମୟ ଲୋଡ଼ିଛନ୍ତି। ଏନେଇ ସେ ଆଜି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ଆସନ୍ତାକାଲି ଏହି ଆବେଦନ ଉପରେ ଶୁଣାଣି କରିବେ।

ଏହି ୭୩ ବର୍ଷୀୟ ରାଜନେତା ଜଣଙ୍କ କହିଛନ୍ତି, “ ତାଙ୍କର ୩ ଜଣ ସନ୍ତାନ ଏବଂ ୮ ଜଣ ନାତିନାତୁଣୀ ଅଛନ୍ତି। ସେମାନଙ୍କ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ କିଛି କାମ କରିବାର ଅଛି। ତେଣୁ ସେ ଯାଏ ଆତ୍ମସମର୍ପଣ କରିବାକୁ ମୋତେ ସମୟ ଦିଆଯାଉ।”

ସଜ୍ଜନ କୁମାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅନୀଲ ଶର୍ମା କହିଛନ୍ତି, “ ତଳ କୋର୍ଟଙ୍କ ରାୟ ବିରୋଧରେ ଆମେ ସୁପ୍ରିମକୋର୍ଟରେ ଆବେଦନ କରିବୁ। କିନ୍ତୁ ଏଥିପାଇଁ କିଛି ସମୟ ଲୋଡ଼ା। ଦିଲ୍ଲୀ ହାଇକୋର୍ଟ ଯେଉଁ ଆଜୀବନ କାରଦଣ୍ଡ ଦେଇଛନ୍ତି, ତାହା ଚୂଡ଼ାନ୍ତ ନୁହେଁ। ତେଣୁ ଏହା ବିରୋଧରେ ଆବେଦନ କରାଯିବ।"

ବରିଷ୍ଠ ଆଇନଜୀବୀ ଏଚ୍‌ସି ଫୁଲକା କହିଛନ୍ତି, “ ସଜ୍ଜନ କୁମାର ଆତ୍ମସମର୍ପଣ ପାଇଁ ମାସେ ସମୟ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଏହାର ଶୁଣାଣି ସମୟରେ ଆମେ ଏହାକୁ ବିରୋଧ କରିବୁ।”

ସୋମବାର ଶିଖ୍ ବିରୋଧୀ ଦଙ୍ଗା ଘଟଣାରେ ତଳ କୋର୍ଟ ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ହେଁ ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହାପରେ କୋର୍ଟ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ଘଟଣା ପରେ ସଜ୍ଜନ କୁମାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story