ଛୋଟଛୁଆ କ’ଣ ନାଗରିକ ନୁହନ୍ତି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବିହାର ଶେଲ୍ଟରହୋମ୍‌ ନାବାଳକ ଯୌନ ନିର୍ଯାତନା ଘଟଣାରେ ବିହାର ସରକାର ଏଫ୍‌ଆଇଆର ରୁଜୁ ନକରିବାକୁ ନେଇ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ପକ୍ସୋ ଆକ୍ଟ ଅଧୀନରେ ଏହି ମାମଲା ରୁଜୁ ହୋଇଥିବାବେଳେ ଆଇପିସି ୩୭୭ ଅନୁଯାୟୀ କାହିଁକି ମାମଲା ରୁଜୁ କରାଯାଇନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସର୍ବୋଚ୍ଚ କୋର୍ଟ ଏକ ‘ଅପ୍ରାକୃତିକ ଯୌନ ନିର୍ଯାତନା’ ମାମଲାର ଶୁଣାଣି କରିବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଛନ୍ତି, “ବିହାର ସରକାର ଯେଉଁ ମାମଲା ରୁଜୁ କରିଛନ୍ତି ତାହା […]

supremecourt

supremecourt

Subrat Kumar Nayak
  • Published: Tuesday, 27 November 2018
  • Updated: 27 November 2018, 02:12 PM IST

Sports

Latest News

ନୂଆଦିଲ୍ଲୀ: ବିହାର ଶେଲ୍ଟରହୋମ୍‌ ନାବାଳକ ଯୌନ ନିର୍ଯାତନା ଘଟଣାରେ ବିହାର ସରକାର ଏଫ୍‌ଆଇଆର ରୁଜୁ ନକରିବାକୁ ନେଇ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ପକ୍ସୋ ଆକ୍ଟ ଅଧୀନରେ ଏହି ମାମଲା ରୁଜୁ ହୋଇଥିବାବେଳେ ଆଇପିସି ୩୭୭ ଅନୁଯାୟୀ କାହିଁକି ମାମଲା ରୁଜୁ କରାଯାଇନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସର୍ବୋଚ୍ଚ କୋର୍ଟ ଏକ ‘ଅପ୍ରାକୃତିକ ଯୌନ ନିର୍ଯାତନା’ ମାମଲାର ଶୁଣାଣି କରିବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି।

ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଛନ୍ତି, “ବିହାର ସରକାର ଯେଉଁ ମାମଲା ରୁଜୁ କରିଛନ୍ତି ତାହା ସର୍ବନିମ୍ନ ଅପରାଧ ପାଇଁ ଉଦ୍ଦିଷ୍ଟ। ଯଦି ୩୭୭ ଅଧୀନରେ ମାମଲା ରୁଜୁ ନହେବ ଆପଣ ତଦନ୍ତ କେମିତି କରିବେ? ପିଲାମାନଙ୍କ ସହିତ ଏଭଳି କାଣ୍ଡ ଘଟିବାପରେ ଆପଣ କହୁଛନ୍ତି ସୋମବାର ଦିନ ମାମଲା ରୁଜୁ ହେବ? ଆମେ ପିଲାମାନଙ୍କ ପକ୍ଷ ନେଉଛେ ତ? ସେମାନେ ଏହି ଦେଶର ନାଗରିକ ନୁହନ୍ତି କି?”

ଏନେଇ ବିହାର ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଅନ୍ୟ ପକ୍ଷରେ ବିହାର ସରକାରଙ୍କ ପକ୍ଷ ରଖୁଥିବା ଓକିଲ କହିଛନ୍ତି ସରକାର ଫାଇଲ୍‌ରେ ପରିବର୍ତ୍ତନ କରାଯିବ ଏବଂ ଆଇପିସି ଅଧୀନରେ ମାମଲା ରୁଜୁ କରାଯିବ।

ବର୍ତ୍ତମାନ ସିବିଆଇ କେବଳ ମୁଜାଫରପୁର ଶେଲ୍ଟର ହୋମ୍ ମାମଲାର ତଦନ୍ତ କରୁଥିବାବେଳେ ସମସ୍ତ ଶେଲ୍ଟର ହୋମ୍‌ ମାମଲାର ତଦନ୍ତ ସିବିଆଇକୁ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story