‘ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଦାୟର ମାମଲା ସିବିଆଇକୁ ହସ୍ତାନ୍ତର କରାନଯାଉ’

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ସମ୍ପାଦକ ତଥା ଜଣାଶୁଣା ନ୍ୟୁଜ୍ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ସାମ୍ପ୍ରଦାୟିକ ଦଙ୍ଗା ଓ ସୌହାର୍ଦ୍ଦ୍ୟ ଭଙ୍ଗ କରିଥିବା ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ଏ ନେଇ ସୋମବାର ଦୁଇ ଜଣିଆ ବିଚାରପତି ଶୁଣାଣି କରିଛନ୍ତି। ତେବେ ଏହି ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଖାରଜ କରିବା ପାଇଁ ଅର୍ଣ୍ଣବ କୋର୍ଟରେ ଅପିଲ୍ କରିଛନ୍ତି। ଗୋସ୍ୱାମୀଙ୍କ ତରଫରୁ ପ୍ରତିନିଧିତ୍ୱ କରିଥିଲେ ବରିଷ୍ଠ ଓକିଲ ହରିଶ ସାଲଭେ। ସେ ପକ୍ଷ […]

arnab_goswami (1)

arnab_goswami (1)

Subhransu Sekhar
  • Published: Monday, 11 May 2020
  • Updated: 11 May 2020, 10:02 PM IST

Sports

Latest News

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ସମ୍ପାଦକ ତଥା ଜଣାଶୁଣା ନ୍ୟୁଜ୍ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ସାମ୍ପ୍ରଦାୟିକ ଦଙ୍ଗା ଓ ସୌହାର୍ଦ୍ଦ୍ୟ ଭଙ୍ଗ କରିଥିବା ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ଏ ନେଇ ସୋମବାର ଦୁଇ ଜଣିଆ ବିଚାରପତି ଶୁଣାଣି କରିଛନ୍ତି। ତେବେ ଏହି ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଖାରଜ କରିବା ପାଇଁ ଅର୍ଣ୍ଣବ କୋର୍ଟରେ ଅପିଲ୍ କରିଛନ୍ତି।

ଗୋସ୍ୱାମୀଙ୍କ ତରଫରୁ ପ୍ରତିନିଧିତ୍ୱ କରିଥିଲେ ବରିଷ୍ଠ ଓକିଲ ହରିଶ ସାଲଭେ। ସେ ପକ୍ଷ ରଖି କହିଛନ୍ତି, ଅର୍ଣ୍ଣବଙ୍କ ବିରୋଧରେ ରାଜନୀତିକ ଦଳ ଟାର୍ଗେଟ କରୁଛନ୍ତି।  ଏହି ମାମଲା ସିବିଆଇ ଦ୍ୱାରା ତଦନ୍ତ ହେଉ। ରାଜ୍ୟ ସରକାରଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ସିବିଆଇ ତଦନ୍ତ ପାଇଁ ଗୋସ୍ୱାମୀଙ୍କର କୌଣସି ଆପତ୍ତି ନାହିଁ। ମାମଲା ଏତେ ବି ଗମ୍ଭୀର ନୁହେଁ ଯେ ପୁଲିସ ଗୋସ୍ୱାମୀଙ୍କୁ 12 ଘଣ୍ଟା ଧରି ପଚରାଉଚରା କରିବ। ଏମିତିକି ନ୍ୟୁଜ ଚ୍ୟାନେଲର ସିଇଓଙ୍କୁ ପଚରାଉଚରା କରିବା ଗ୍ରହଣୀୟ ନୁହେଁ। ଏହା ବାହୁ ବଳ ପ୍ରୟୋଗ ଶକ୍ତି ଛଡ଼ା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି,  ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ହେବା ଦରକାର। ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଉଥିବାର ନଜିର ରହିଛି। ତେଣୁ ଏହାର ତଦନ୍ତ ନିରପେକ୍ଷା ସଂସ୍ଥା ଦ୍ୱାରା ହେବା ଦରକାର।

ତେବେ ମହାରାଷ୍ଟ୍ର ସରକାରଙ୍କ ବରିଷ୍ଠ ପରାମର୍ଶଦାତା କପିଲ ସିବଲ କିନ୍ତୁ ସିବିଆଇକୁ ମାମଲା ହସ୍ତାନ୍ତର କରାନଯାଉ ବୋଲି ଯୁକ୍ତି ବାଢ଼ିଛନ୍ତି। ଯଦି ଯିବ ତା'ହେଲେ ଗୋସ୍ୱାମୀଙ୍କ ସପକ୍ଷରେ ତଦନ୍ତ ଯିବ।

ଜଷ୍ଟିସ୍ ଡି. ଚନ୍ଦ୍ରଚୁଦ୍ ଏବଂ ଏମ୍. ଶାହା ଏହି ମାମଲାର ଶୁଣାଣି କରୁଛନ୍ତି। ତେବେ ଏହି ମାମଲା ସିବିଆଇକୁ ହସ୍ତାନ୍ତର ହେବ କି ନାହିଁ ସେ ନେଇ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

ପାଲଘର ଭିଡ ହିଂସା ବେଳେ ଦୁଇ ସାଧୁଙ୍କର ହତ୍ୟା ହୋଇଛି। ଏହାକୁ ନେଇ ଗୋସ୍ୱାମୀ ତାଙ୍କ ଟିଭି ଡିବେଟରେ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ମେଣ୍ଟ ସରକାରରେ କଂଗ୍ରେସ ରହିଛି ତେଣୁ କଂଗ୍ରେସ ଅଧ୍ୟକ୍ଷ ମତ ରଖିବା ଦରକାର ବୋଲି ଗୋସ୍ୱାମୀ ତାଙ୍କ ଡିବେଟ୍ ବେଳେ କହିଥିଲେ। ଏହାପରେ ଗୋସ୍ୱାମୀ ଏଭଳି କରି ସାମ୍ପ୍ରଦାୟିକ ଦଙ୍ଗା କରୁଥିବା ବେଳେ ସୋନିଆଙ୍କୁ ଅସମ୍ମାନ କରିଛନ୍ତି ବୋଲି କଂଗ୍ରେସ କହିଥିଲା। ଏହାକୁ ନେଇ ମୁମ୍ୱାଇ ସମେତ ବିଭିନ୍ନ ରାଜ୍ୟରେ ଗୋସ୍ୱାମୀଙ୍କ ବିରୋଧରେ ଏତଲା ଦିଆଯାଇଛି। ହେଲେ ସୁପ୍ରିମକୋର୍ଟ କେବଳ ନାଗପୁରରେ ଦାୟର ହୋଇଥିବା ମାମଲାକୁ ମୁମ୍ୱାଇକୁ ସ୍ଥାନାନ୍ତର କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story