ମହାରାଷ୍ଟ୍ର ସରକାର ଉପରେ ଭାରି ପଡ଼ିବ କି ରାହୁଲଙ୍କ ସାଭରକର ମନ୍ତବ୍ୟ?

ମୁମ୍ୱାଇ: ସାଭରକରଙ୍କୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଶିବସେନା ରାହୁଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛି। ସାଭରକରଙ୍କୁ ନେଇ କୌଣସି ପ୍ରକାର ସାଲିସ କରିବନି ବୋଲି କଂଗ୍ରେସକୁ ଚେତାଇ ଦେଇଛି ଶିବସେନା। ସାଭରକରଙ୍କୁ ନେଇ କଂଗ୍ରେସ ସହ ବିବାଦ ହେବା ପରେ ବିଜେପି ମେଣ୍ଟ ପାଇଁ ଆହ୍ୱାନ କରିଛି ଶିବସେନାକୁ। ଯାହାକି ରାଜନୀତିକୁ ଗୋଳିଆ କରି ଦେଇଛି। ନୂଆ ମେଣ୍ଟ ପୁଣି ଥରେ ହୋଇପାରେ ବୋଲି […]

sonia-uddhav-pawar

sonia-uddhav-pawar

Subhransu Sekhar
  • Published: Sunday, 15 December 2019
  • Updated: 15 December 2019, 06:39 PM IST

Sports

Latest News

ମୁମ୍ୱାଇ: ସାଭରକରଙ୍କୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଶିବସେନା ରାହୁଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛି। ସାଭରକରଙ୍କୁ ନେଇ କୌଣସି ପ୍ରକାର ସାଲିସ କରିବନି ବୋଲି କଂଗ୍ରେସକୁ ଚେତାଇ ଦେଇଛି ଶିବସେନା। ସାଭରକରଙ୍କୁ ନେଇ କଂଗ୍ରେସ ସହ ବିବାଦ ହେବା ପରେ ବିଜେପି ମେଣ୍ଟ ପାଇଁ ଆହ୍ୱାନ କରିଛି ଶିବସେନାକୁ। ଯାହାକି ରାଜନୀତିକୁ ଗୋଳିଆ କରି ଦେଇଛି। ନୂଆ ମେଣ୍ଟ ପୁଣି ଥରେ ହୋଇପାରେ ବୋଲି ଅନେକ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନେ ବେଳେ ବିଜେପି-ଶିବସେନା ମେଣ୍ଟ ସାଭରକରଙ୍କୁ ଭାରତ ରତ୍ନ ଦେବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା। ଯାହାକୁ କଂଗ୍ରେସ କଡ଼ା ବିରୋଧ କରିଥିଲା।

ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି ମେଣ୍ଟ ସରକାର ପ୍ରତି ବିପଦ ନାହିଁ। ସେହିପରି ଏନସିପି ବିଧାୟକ ଅଜିତ ପାଓ୍ୱାର କହିଛନ୍ତି, ଉଦ୍ଧବ ଠାକରେ, ସୋନିଆ ଗାନ୍ଧି ଏବଂ ଶରଦ ପାଓ୍ୱାର ରାଜନୀତିରେ ପରିପକ୍ୱ। ତେଣୁ କୌଣସି ଅସୁବିଧା ହେବନି। ତେବେ ସାଭରକରଙ୍କ ନାତୀ ରଞ୍ଜିତା ସାଭରକର ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ନିର୍ବାଚନୀ ପ୍ରଚାର ବେଳେ ରାହୁଲ ଗାନ୍ଧି ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ଦେଇଥିଲେ। ଶୁକ୍ରବାର ଶୀତକାଳୀନ ଅଧିବେଶନର ଅନ୍ତିମ ଦିନରେ ଶାସକ ଦଳ ବିଜେପି ଏହାକୁ ପ୍ରସଙ୍ଗ କରି ରାହୁଲଙ୍କ କ୍ଷମା ମାଗିବାକୁ ଦାବି କରିଥିଲା। ଏହାର ପରଦିନ ଶନିବାର କଂଗ୍ରେସ ଦିଲ୍ଲୀରେ ଭାରତ ବଞ୍ଚାଅ ରାଲି କରିଥିଲା। ରାମଲୀଳା ମଇଦାନରେ ଆୟୋଜିତ ଏହି ରାଲିରେ ରାହୁଲ ଗାନ୍ଧି କହିଥିଲେ ‘ମୁଁ ରାହୁଲ ସାଭରକର ନୁହେଁ ରାହୁଲ ଗାନ୍ଧି, ମରିଯିବି ପଛେ କ୍ଷମା ମାଗିବିନି’। ଏହାପରେ ଶିବସେନା ସମେତ ବିଜେପି ରାହୁଲଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story