ନୂଆ ନୋଟ୍‌ ହିସାବରେ ଏଟିଏମ୍‌ ମେସିନକୁ ପୁନଃ ସଂସ୍ଥାପିତ କରାଯିବ: ଜେଟଲୀ

ନୂଆଦିଲ୍ଲୀ: ୫୦୦ ଓ ୧୦୦୦ ଟଙ୍କିଆ ପ୍ରଚଳନ ବନ୍ଦ ପରେ ସେପଟେ ଏଟିଏମରେ ନୂଆ ଟଙ୍କା ଶୂନ୍ୟ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ତେବେ ଗୋପନୀୟତା ପାଇଁ ଏଟିଏମ୍‌ରେ ମେସିନ୍‌କୁ ସଂସ୍ଥାପିତ କରାଯାଇନଥିଲା। ଖୁବଶୀଘ୍ର ୨ଲକ୍ଷ ଏଟିଏମ୍‌ ମେସିନ୍‌କୁ ପୁନଃ ସଂସ୍ଥାପିତ କରାଯିବ ବୋଲି ଜେଟଲୀ ସୂଚନା ଦେଇଛନ୍ତି। ପୁରୁଣା ନୋଟ୍ ଓ ନୂଆ ନୋଟ୍ ଆକାରରେ ପରିବର୍ତ୍ତନ ଆସିଥିବାରୁ ମେସିନ ଗୁଡ଼ିକର ପୁନଃ ସଂସ୍ଥାପିତ କରାଯିବ […]

arun-jaitley

Rakesh Mallick
  • Published: Saturday, 12 November 2016
  • , Updated: 12 November 2016, 05:18 PM IST

ନୂଆଦିଲ୍ଲୀ: ୫୦୦ ଓ ୧୦୦୦ ଟଙ୍କିଆ ପ୍ରଚଳନ ବନ୍ଦ ପରେ ସେପଟେ ଏଟିଏମରେ ନୂଆ ଟଙ୍କା ଶୂନ୍ୟ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ତେବେ ଗୋପନୀୟତା ପାଇଁ ଏଟିଏମ୍‌ରେ ମେସିନ୍‌କୁ ସଂସ୍ଥାପିତ କରାଯାଇନଥିଲା। ଖୁବଶୀଘ୍ର ୨ଲକ୍ଷ ଏଟିଏମ୍‌ ମେସିନ୍‌କୁ ପୁନଃ ସଂସ୍ଥାପିତ କରାଯିବ ବୋଲି ଜେଟଲୀ ସୂଚନା ଦେଇଛନ୍ତି। ପୁରୁଣା ନୋଟ୍ ଓ ନୂଆ ନୋଟ୍ ଆକାରରେ ପରିବର୍ତ୍ତନ ଆସିଥିବାରୁ ମେସିନ ଗୁଡ଼ିକର ପୁନଃ ସଂସ୍ଥାପିତ କରାଯିବ ବୋଲି ସୂଚନା ଦେଇଛନ୍ତି। ଅସୁବିଧା ଥିବା ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ଲୋକ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ସେମାନଙ୍କ ସହଯୋଗ ପାଇଁ ଅର୍ଥମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Related story