ଦେଶର ସର୍ବକନିଷ୍ଠ ମେୟର ହୋଇପାରନ୍ତି ଆର୍ଯ୍ୟା ରାଜେନ୍ଦ୍ରନ୍

ନୂଆଦିଲ୍ଲୀ: ନିକଟରେ କେରଳରେ ପୌରାଞ୍ଚଳ ନିର୍ବାଚନ ହୋଇଛି। ଏହି ନିର୍ବାଚନରେ ଥିରୁଅନନ୍ତପୁରମର ମୁଦଭାନମୁଗଲ ଓ୍ୱାର୍ଡରୁ କାଉନସିଲର  ଭାବେ ବିଜୟୀ ହୋଇଥିବା ୨୧ ବର୍ଷୀୟ କାଉନସିଲର ଆର୍ଯ୍ୟା ରାଜେନ୍ଦ୍ରନ୍ ମେୟର ହୋଇପାରନ୍ତି। ଯାହାକି ଜାତୀୟ ସ୍ତରର ଏକ ରେକର୍ଡ ହେବ। ୨୧ ବର୍ଷୀୟ ଏହି ଯୁବତୀ ଜଣଙ୍କ କଲେଜର ଛାତ୍ରୀ। ସେ କେରଳର ମୁଦଭାନମୁଗଲ ଓ୍ୱାର୍ଡରୁ କାଉନସିଲର ଭାବରେ ନିର୍ବାଚିତ ହୋଇଛନ୍ତି। ସିପିଏମର ଏହି କାଉନସିଲର ମେୟର ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି। ହେଲେ ସିପିଏମର କେରଳ […]

arya

Subhransu Sekhar
  • Published: Friday, 25 December 2020
  • , Updated: 25 December 2020, 05:11 PM IST

ନୂଆଦିଲ୍ଲୀ: ନିକଟରେ କେରଳରେ ପୌରାଞ୍ଚଳ ନିର୍ବାଚନ ହୋଇଛି। ଏହି ନିର୍ବାଚନରେ ଥିରୁଅନନ୍ତପୁରମର ମୁଦଭାନମୁଗଲ ଓ୍ୱାର୍ଡରୁ କାଉନସିଲର  ଭାବେ ବିଜୟୀ ହୋଇଥିବା ୨୧ ବର୍ଷୀୟ କାଉନସିଲର ଆର୍ଯ୍ୟା ରାଜେନ୍ଦ୍ରନ୍ ମେୟର ହୋଇପାରନ୍ତି। ଯାହାକି ଜାତୀୟ ସ୍ତରର ଏକ ରେକର୍ଡ ହେବ।

୨୧ ବର୍ଷୀୟ ଏହି ଯୁବତୀ ଜଣଙ୍କ କଲେଜର ଛାତ୍ରୀ। ସେ କେରଳର ମୁଦଭାନମୁଗଲ ଓ୍ୱାର୍ଡରୁ କାଉନସିଲର ଭାବରେ ନିର୍ବାଚିତ ହୋଇଛନ୍ତି। ସିପିଏମର ଏହି କାଉନସିଲର ମେୟର ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି। ହେଲେ ସିପିଏମର କେରଳ ନେତୃତ୍ୱ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି।

Related story