ଆସାମରେ ଆତଙ୍କୀ ଆକ୍ରମଣକୁ ପଣ୍ଡ କଲା ସେନା

ଆସାମ: ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଆସାମରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ଏକ ବଡ ଧରଣର ଆକ୍ରମଣକୁ ପଣ୍ଡ କରି ଦିଆଯାଇଛି। ଆସାମ କୋକରାଝର ରେଲୱେ ଟ୍ରାକରେ ଆତଙ୍କବାଦୀ ମାନେ ବିସ୍ଫୋରଣ ରଖୁଥିବା ବେଳେ ସୁରକ୍ଷାକର୍ମୀ ନିଜରକୁ ଆସିଥିଲା। ଫଳରେ ଉଭୟ ସେନା ଓ ଆତଙ୍କୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଜଣେ ଆତଙ୍କୀର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,ସ୍ୱାଧୀନତା ଦିବସ ପାଇଁ ପୂର୍ବରୁ ହିଁ ସମ୍ୱେଦନଶୀଳ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ପୂର୍ବରୁ ଗୁଇନ୍ଦା ବିଭାଗ ଏପରି […]

manipur

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 07:26 AM IST

ଆସାମ: ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଆସାମରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ଏକ ବଡ ଧରଣର ଆକ୍ରମଣକୁ ପଣ୍ଡ କରି ଦିଆଯାଇଛି। ଆସାମ କୋକରାଝର ରେଲୱେ ଟ୍ରାକରେ ଆତଙ୍କବାଦୀ ମାନେ ବିସ୍ଫୋରଣ ରଖୁଥିବା ବେଳେ ସୁରକ୍ଷାକର୍ମୀ ନିଜରକୁ ଆସିଥିଲା। ଫଳରେ ଉଭୟ ସେନା ଓ ଆତଙ୍କୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଜଣେ ଆତଙ୍କୀର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ,ସ୍ୱାଧୀନତା ଦିବସ ପାଇଁ ପୂର୍ବରୁ ହିଁ ସମ୍ୱେଦନଶୀଳ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ପୂର୍ବରୁ ଗୁଇନ୍ଦା ବିଭାଗ ଏପରି ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବା ଚେତାବନୀ ଦେଇଥିଲା।

Related story