ସମ୍ଭାବ୍ୟ କରୋନା ଆକ୍ରାନ୍ତ ଦେଶଙ୍କ ମଧ୍ୟରେ ଭାରତ: ରିପୋର୍ଟ

ନୂଆଦିଲ୍ଲୀ: ଚାଇନାରେ ମୃତ୍ୟୁର ତାଣ୍ଡବ ରଚାଉଥିବା କରୋନା ଭାଇରସ୍‌ ଆକ୍ରମଣ କରିବାକୁ ଥିବା ସମ୍ଭାବ୍ୟ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ସପ୍ତଦଶ (୧୭) ରହିଛି। ହମ୍‌ବୋଲ୍ଟ ବିଶ୍ୱବିଦ୍ୟାଳୟ ଏବଂ ବର୍ଲିନ୍‌ର ରବର୍ଟ କୋଚ୍‌ ଇନଷ୍ଟିଚ୍ୟୁଟ୍‌ ମିଳିତ ଭାବେ ଏକ ମଡେଲ ଆପଣାଇଛନ୍ତି, ଯାହାକି ଚାଇନାକୁ ଛାଡ଼ି ୩୦ଟି ଦେଶର ରିସ୍କକୁ ଆକଳନ କରିଛି। ସେମାନେ ଏହାର ଟ୍ରାନ୍ସପୋର୍ଟ ପ୍ୟାଟର୍ଣ୍ଣକୁ ଆକଳନ କରି ଏଭଳି ଆକଳନ କରିଛନ୍ତି। ଚାଇନା ବ୍ୟତୀତ ଥାଇଲ୍ୟାଣ୍ଡ, ଜାପାନ ଏବଂ ଦକ୍ଷିଣ କୋରିଆ ଏହି […]

CORONA

CORONA

Subrat Kumar Nayak
  • Published: Sunday, 09 February 2020
  • Updated: 09 February 2020, 05:18 PM IST

ନୂଆଦିଲ୍ଲୀ: ଚାଇନାରେ ମୃତ୍ୟୁର ତାଣ୍ଡବ ରଚାଉଥିବା କରୋନା ଭାଇରସ୍‌ ଆକ୍ରମଣ କରିବାକୁ ଥିବା ସମ୍ଭାବ୍ୟ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ସପ୍ତଦଶ (୧୭) ରହିଛି। ହମ୍‌ବୋଲ୍ଟ ବିଶ୍ୱବିଦ୍ୟାଳୟ ଏବଂ ବର୍ଲିନ୍‌ର ରବର୍ଟ କୋଚ୍‌ ଇନଷ୍ଟିଚ୍ୟୁଟ୍‌ ମିଳିତ ଭାବେ ଏକ ମଡେଲ ଆପଣାଇଛନ୍ତି, ଯାହାକି ଚାଇନାକୁ ଛାଡ଼ି ୩୦ଟି ଦେଶର ରିସ୍କକୁ ଆକଳନ କରିଛି। ସେମାନେ ଏହାର ଟ୍ରାନ୍ସପୋର୍ଟ ପ୍ୟାଟର୍ଣ୍ଣକୁ ଆକଳନ କରି ଏଭଳି ଆକଳନ କରିଛନ୍ତି।

ଚାଇନା ବ୍ୟତୀତ ଥାଇଲ୍ୟାଣ୍ଡ, ଜାପାନ ଏବଂ ଦକ୍ଷିଣ କୋରିଆ ଏହି ଭାଇରସ୍‌ ଆକ୍ରମଣର ଶିକାର ହେବାର ସମ୍ଭାବନା ରହିଛି। ଭାରତରେ ଦିଲ୍ଲୀ ଏୟାରପୋର୍ଟରେ ବେଶି ଲୋକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଏହା ପଛକୁ ମୁମ୍ବାଇ ଓ କୋଲକାତା ରହିଛି।

ଏହି ବୈଜ୍ଞାନିକ ଟିମ୍‌ର ଜଣେ ସଦସ୍ୟ କହିଛନ୍ତି, ଏହି ମଡେଲକୁ କିନ୍ତୁ ‘କ୍ୱାଣ୍ଟିଟେଟିଭ୍‌ ପ୍ରେଡିକ୍ସନ୍‌’ ପାଇଁ ବ୍ୟବହାର କରାଯାଇପାରିବନି। ପବ୍ଲିକ୍‌ ହେଲଥ ଅଫିସିଆଲ ଏବଂ ପଲିସିମେକର ଏକ ପ୍ରତିଷ୍ଠାନ ବିକଶିତ କରିବାକୁ ପଡ଼ିବ। କାରଣ ଏଯାଏ ମଧ୍ୟ ଏହି ଭାଇରସ୍‌ ଅଜଣା। ମଡେଲ୍‌ ସବୁ ଏହି ପ୍ରତିଷ୍ଠାନର ବିକାଶରେ ସହାୟକ ହେବ।

ଭାରତରେ ଏଯାଏ ୧,୪୮୬ ନମୁନା ପରୀକ୍ଷା ସରିଲାଣି। ଏଥିରେ କରୋନା ଆକ୍ରାନ୍ତ ଜଣାପଡ଼ିଥିବା ୩ ଜଣ ୨୦୧୯-ଏନ୍‌କୋଭ୍‌ ନାମକ ଏହି ଭାଇରସ୍‌ କବଳରୁ ମୁକ୍ତି ପାଇବାକୁ ଆରମ୍ଭ କଲେଣି। ଆସନ୍ତା ୨୮ ଦିନ ଯାଏ ସେମାନଙ୍କୁ ଏକୁଟିଆ ରଖାଯିବ।

ଅନ୍ୟପକ୍ଷରେ ଚାଇନାର ହୁବେଇରେ ଅଟକି ରହିଥିବା କେରଳର ୧୫ ଜଣ ଛାତ୍ର ଶୁକ୍ରବାର କୋଚି ପହଞ୍ଚିଛନ୍ତି। ସେମାନେ ଏୟାର ଏସିଆ ବିମାନରେ ଆସି ପହଞ୍ଚିଛନ୍ତି। ସେମାନଙ୍କୁ ଏୟାରପୋର୍ଟରେ ସ୍କ୍ରିନିଂ କରାଯିବା ସହ କାଲାମାସେରୀ ମେଡିକାଲ କଲେଜ୍‌ ହସ୍ପିଟାଲ ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story