ଘାଟିରୁ ଖସି ପଡ଼ିଲା ବସ୍‌: ୧୫ ମୃତ, ୨୦ ଆହତ

ହାଇଦ୍ରାବାଦ୍‌: ତେଲେଙ୍ଗାନାର କୋଣ୍ଡାଗାଟୁରେ ଏକ ବସ୍‌ ଘାଟିରୁ ଖସି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁସାରେ, ରାଜ୍ୟ ପରିବହନ ବିଭାଗର ଏହି ବସ୍‌ଟି କୋଣ୍ଡାଗାଟୁରୁ ଜଗତିଆ ଆସୁଥିବା ବେଳେ ସାନିଭରାପେଟ୍‌ ଗାଁ ନିକଟରେ ଘାଟି ତଳକୁ ଖସି ପଡ଼ିଥିଲା। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ।

bus-accident

bus-accident

Rakesh Mallick
  • Published: Tuesday, 11 September 2018
  • Updated: 11 September 2018, 08:25 AM IST

Sports

Latest News

ହାଇଦ୍ରାବାଦ୍‌: ତେଲେଙ୍ଗାନାର କୋଣ୍ଡାଗାଟୁରେ ଏକ ବସ୍‌ ଘାଟିରୁ ଖସି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ଖବର ଅନୁସାରେ, ରାଜ୍ୟ ପରିବହନ ବିଭାଗର ଏହି ବସ୍‌ଟି କୋଣ୍ଡାଗାଟୁରୁ ଜଗତିଆ ଆସୁଥିବା ବେଳେ ସାନିଭରାପେଟ୍‌ ଗାଁ ନିକଟରେ ଘାଟି ତଳକୁ ଖସି ପଡ଼ିଥିଲା। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos