ବାଜପେୟୀଙ୍କୁ ‘ମୁକ୍ତି ଯୁଦ୍ଧ ସମ୍ମାନ’ ହସ୍ତାନ୍ତର କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଙ୍ଗଲାଦେଶଠାରୁ ଗ୍ରହଣ କରିଥିବା ‘ମୁକ୍ତି ଯୁଦ୍ଧ ସମ୍ମାନ’କୁ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ହସ୍ତାନ୍ତର କରିଛନ୍ତି। ଏହାସହ ସେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ବାଜପେୟୀଙ୍କ ବଳିଷ୍ଠ ଭୂମିକା ଓ ବନ୍ଧୁତ୍ୱପୂର୍ଣ୍ଣ ସହଭାଗିତା ପାଇଁ ସେଠିକାର ସରକାର ଏହି ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ବାଂଲାଦେଶ ଗସ୍ତବେଳେ ରାଷ୍ଟ୍ରପତି ଅବଦୁଲ ହମୀଦ ବାଜପେୟୀଙ୍କ ଉଦ୍ଦେଶ୍ୟରେ ବଙ୍ଗଭବନରେ ଏହି ସମ୍ମାନ […]

bajpayee

Rakesh Mallick
  • Published: Thursday, 11 June 2015
  • , Updated: 11 June 2015, 09:45 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଙ୍ଗଲାଦେଶଠାରୁ ଗ୍ରହଣ କରିଥିବା ‘ମୁକ୍ତି ଯୁଦ୍ଧ ସମ୍ମାନ’କୁ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ହସ୍ତାନ୍ତର କରିଛନ୍ତି। ଏହାସହ ସେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ବାଜପେୟୀଙ୍କ ବଳିଷ୍ଠ ଭୂମିକା ଓ ବନ୍ଧୁତ୍ୱପୂର୍ଣ୍ଣ ସହଭାଗିତା ପାଇଁ ସେଠିକାର ସରକାର ଏହି ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ବାଂଲାଦେଶ ଗସ୍ତବେଳେ ରାଷ୍ଟ୍ରପତି ଅବଦୁଲ ହମୀଦ ବାଜପେୟୀଙ୍କ ଉଦ୍ଦେଶ୍ୟରେ ବଙ୍ଗଭବନରେ ଏହି ସମ୍ମାନ ଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ବାଜପେୟୀ ଏହି ସମ୍ମାନ ପାଇଁ ବାଂଲାଦେଶ ଯାଇପାରି ନ ଥିଲେ ।

Related story