ସୂଚନାଯୋଗ୍ୟ ବିହାର ନିର୍ବାଚନକୁ ଆଖି ଆଗରେ ରଖି ଅଗଷ୍ଟ ମାସରେ ୩ଟି ବଡ ମହା ପରିବର୍ତ୍ତନ ରାଲି କରିବାର ଯୋଜନା ରଖିଛି ବିହାର ବିଜେପି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ପାଟଣା: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବିହାରରେ ରାଜନୀତି ଏବେ ସରଗରମ ହେବାରେ ଲାଗିଛି। ନିର୍ବାଚନରେ ବିଜେପିକୁ ମାତ ଦେବାକୁ ଜେଡି(ୟୁ), ଆରଜେଡି, କଂଗ୍ରେସ ଓ ଏନସିପି କରିଛନ୍ତି ମହାଗଠବନ୍ଧନ ଦଳ। ଏହି ମହାଗଠବନ୍ଧନ ଦଳ ଅଗଷ୍ଟ ଶେଷ ସପ୍ତାହରେ ପାଟଣାରେ ମହାରାଲି କରିବାକୁ ଯାଉଛି। ଏହାକୁ ‘ପରିବର୍ତ୍ତନ ରାଲି’ ନାମ ଦେଇଛି ଏହି ମହାଗଠବନ୍ଧନ ଦଳ। ଅନ୍ୟପକ୍ଷରେ ବିହାର ମୁଜାଫରପୁର ନିର୍ବାଚନ ମଣ୍ଡଳୀରେ ମୋଦି ସରକାର ଜୁଲାଇ ୨୫ରେ ଏହିପରି ଏକ ମହା ପରିବର୍ତ୍ତନ ରାଲି […]
sjhs1