ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: ପୂର୍ବତନ ବାୟୁସେନା ମୁଖ୍ୟଙ୍କୁ ୪ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ  ଲାଞ୍ଚ କାରବାରରେ ସାମିଲ ଥିବା ପୂର୍ବତନ  ବାୟୁ ସେନାର ମୁଖ୍ୟ  ତ୍ୟାଗୀଙ୍କୁ ଚାରି ଦିନିଆ ରିମାଣ୍ଡରେ  ନେଇଛି ସିବିଆଇ। ତାଙ୍କୁ ପଚରଉଚରା ପରେ ଆହୁରି ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି। ଗତକାଲି ସିବଆଇ  ତ୍ୟାଗିଙ୍କୁ ଗିରଫ କରିଥିଲା। ପୂର୍ବତନ ବାୟୁସେନା ମୁଖ୍ୟ ଏସପି ତ୍ୟାଗିଙ୍କ ଗିରଫ ଘଟଣା ଦୁର୍ଭାଗ୍ୟ ଜନକ। ଏହାର ପ୍ରଭାବ ବାୟୁ ସେନା କର୍ମଚାରୀଙ୍କ ଉପରେ ପଡ଼ିବ ବୋଲି ବତ୍ତର୍ମାନର ବାୟୁ ସେନା […]

s-p-tyagii

Rakesh Mallick
  • Published: Saturday, 10 December 2016
  • , Updated: 10 December 2016, 07:06 PM IST

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ  ଲାଞ୍ଚ କାରବାରରେ ସାମିଲ ଥିବା ପୂର୍ବତନ  ବାୟୁ ସେନାର ମୁଖ୍ୟ  ତ୍ୟାଗୀଙ୍କୁ ଚାରି ଦିନିଆ ରିମାଣ୍ଡରେ  ନେଇଛି ସିବିଆଇ। ତାଙ୍କୁ ପଚରଉଚରା ପରେ ଆହୁରି ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି।

ଗତକାଲି ସିବଆଇ  ତ୍ୟାଗିଙ୍କୁ ଗିରଫ କରିଥିଲା।

ପୂର୍ବତନ ବାୟୁସେନା ମୁଖ୍ୟ ଏସପି ତ୍ୟାଗିଙ୍କ ଗିରଫ ଘଟଣା ଦୁର୍ଭାଗ୍ୟ ଜନକ। ଏହାର ପ୍ରଭାବ ବାୟୁ ସେନା କର୍ମଚାରୀଙ୍କ ଉପରେ ପଡ଼ିବ ବୋଲି ବତ୍ତର୍ମାନର ବାୟୁ ସେନା ମୁଖ୍ୟ ମାର୍ଶଲ ଅରୂପ ରାହା କହିଛନ୍ତି।

Related story