ସ୍ପାଇନିସ ଫ୍ଲୁ ବେଳେ ଯାହା କରିଥିଲା, ଏବେ ସେମିତି କାମ କଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ମହାମାରୀ କରୋନା ଭାଇରସ ପାଇଁ ଅଷ୍ଟ୍ରେଲିଆରେ ଏକ ବଡ଼ ଘଟଣା ଘଟିଛି। ଦୀର୍ଘ ୧୦୦ ବର୍ଷ ପରେ ଅଷ୍ଟ୍ରେଲିଆର ଦୁଇଟି ରାଜ୍ୟ ମଧ୍ୟରେ ସୀମାକୁ ସିଲ୍‌ କରାଯାଇଛି। ୧୯୨୦ ସ୍ପାଇନିସ୍‌ ଫ୍ଲୁ ବେଳେ ସମାନ ଢଙ୍ଗରେ ସୀମା ସିଲ କରାଯାଇଥିଲା। କରୋନାର ମୁକାବିଲା କରିବାକୁ ଅଷ୍ଟ୍ରେଲିଆ ସରକାର ଅନେକ ପଦକ୍ଷେପ ନେଇଥିଲେ। ଆଶା କରାଯାଉଥିଲା ଯେ ସୀମା ସିଲ ହେବନାହିଁ। ତେବେ ସ୍ଥିତି ଧୀରେଧୀରେ ବିଗିଡ଼ିବାର ଆଶଙ୍କା ପ୍ରକାଶ ପାଇବାରୁ ଭିକ୍ଟୋରିଆ ଓ ନ୍ୟୁ ସାଉଥ୍‌ […]

s

s

Hemant Lenka
  • Published: Monday, 06 July 2020
  • Updated: 06 July 2020, 09:15 AM IST

ମେଲବର୍ଣ୍ଣ: ମହାମାରୀ କରୋନା ଭାଇରସ ପାଇଁ ଅଷ୍ଟ୍ରେଲିଆରେ ଏକ ବଡ଼ ଘଟଣା ଘଟିଛି। ଦୀର୍ଘ ୧୦୦ ବର୍ଷ ପରେ ଅଷ୍ଟ୍ରେଲିଆର ଦୁଇଟି ରାଜ୍ୟ ମଧ୍ୟରେ ସୀମାକୁ ସିଲ୍‌ କରାଯାଇଛି। ୧୯୨୦ ସ୍ପାଇନିସ୍‌ ଫ୍ଲୁ ବେଳେ ସମାନ ଢଙ୍ଗରେ ସୀମା ସିଲ କରାଯାଇଥିଲା। କରୋନାର ମୁକାବିଲା କରିବାକୁ ଅଷ୍ଟ୍ରେଲିଆ ସରକାର ଅନେକ ପଦକ୍ଷେପ ନେଇଥିଲେ।

ଆଶା କରାଯାଉଥିଲା ଯେ ସୀମା ସିଲ ହେବନାହିଁ। ତେବେ ସ୍ଥିତି ଧୀରେଧୀରେ ବିଗିଡ଼ିବାର ଆଶଙ୍କା ପ୍ରକାଶ ପାଇବାରୁ ଭିକ୍ଟୋରିଆ ଓ ନ୍ୟୁ ସାଉଥ୍‌ ୱେଲ୍ସ ମଧ୍ୟରେ ଥିବା ସୀମାକୁ ସିଲ କରାଯାଇଛି। ଭିକ୍ଟୋରିଆ ପ୍ରିମିୟର ଡାନିଏଲ ଆଣ୍ଡ୍ରେସ୍‌ କହିଛନ୍ତି, “ଅଷ୍ଟ୍ରେଲିଆର ଦୁଇଟି ପ୍ରସିଦ୍ଧ ରାଜ୍ୟର ସମୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।”

ନ୍ୟୁ ସାଉଥ ୱେଲ୍ସ ସୀମାକୁ ଦୀର୍ଘ ୧୦୦ ବର୍ଷ ପରେ ପ୍ରଥମଥର ପାଇଁ ସିଲ କରାଯାଇଛି। ଶେଷଥର ପାଇଁ ଦୁଇ ରାଜ୍ୟ ମଧ୍ୟରେ ୧୯୨୦ ସ୍ପାଇନିସ ଫ୍ଲୁ ସମୟରେ ଯାତାୟାତ ବନ୍ଦ କରାଯାଇଥିଲା। ଭିକ୍ଟୋରିଆର ରାଜଧାନୀ ମେଲବର୍ଣ୍ଣରେ କିଛିଦିନ ହେଲାଣି କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି କାରଣରୁ ପ୍ରଶାସନ ଶକ୍ତ ସାମାଜିକ ଦୂରତା ନିୟମ ଲାଗୁ କରିଛି। ସେହିପରି ୯ଟି ପବ୍ଲିକ ହାଉସିଂରେ ସଂପୂର୍ଣ୍ଣ ଲକଡାଉନ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story