ବଦଳିଲା ଜାତୀୟ ସଙ୍ଗୀତ, 'ୟଙ୍ଗ୍' ପ୍ରତିବଦଳରେ 'ଓ୍ୱାନ୍' ଯୋଡ଼ି ହେଲା

କାନବେରା: ଦେଶର ମୂଳ ବାସିନ୍ଦାଙ୍କୁ ସମ୍ମାନ ଦେବାକୁ ଯାଇ ଅଷ୍ଟ୍ରେଲିଆ ସରକାର ଜାତୀୟ ସଂଗୀତରେ ଏକ ଶବ୍ଦକୁ ପରିବର୍ତ୍ତନ କରିଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏହାକୁ ‘ଏକତା’ ​​ବୋଲି କହିଛନ୍ତି। ଜାତୀୟ ସଂଗୀତ ‘ଆଡଭାନ୍ସ ଅଷ୍ଟ୍ରେଲିଆ ଫେୟର’ର ଦ୍ୱିତୀୟ ଧାଡିରେ“we are young and free” (ଆମେ ଯୁବକ ଏବଂ ମୁକ୍ତ) ବଦଳରେ “we are one and free” (ଆମେ ଏକ୍ ଏବଂ ସ୍ୱତନ୍ତ୍ର)ରେ ପରିବର୍ତ୍ତନ ହୋଇଛି। ନୂଆ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ମୋରିସନ୍ […]

australia-pm

Subhransu Sekhar
  • Published: Friday, 01 January 2021
  • , Updated: 01 January 2021, 09:25 PM IST

କାନବେରା: ଦେଶର ମୂଳ ବାସିନ୍ଦାଙ୍କୁ ସମ୍ମାନ ଦେବାକୁ ଯାଇ ଅଷ୍ଟ୍ରେଲିଆ ସରକାର ଜାତୀୟ ସଂଗୀତରେ ଏକ ଶବ୍ଦକୁ ପରିବର୍ତ୍ତନ କରିଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏହାକୁ ‘ଏକତା’ ​​ବୋଲି କହିଛନ୍ତି। ଜାତୀୟ ସଂଗୀତ 'ଆଡଭାନ୍ସ ଅଷ୍ଟ୍ରେଲିଆ ଫେୟର'ର ଦ୍ୱିତୀୟ ଧାଡିରେ“we are young and free” (ଆମେ ଯୁବକ ଏବଂ ମୁକ୍ତ) ବଦଳରେ “we are one and free” (ଆମେ ଏକ୍ ଏବଂ ସ୍ୱତନ୍ତ୍ର)ରେ ପରିବର୍ତ୍ତନ ହୋଇଛି। ନୂଆ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ମୋରିସନ୍ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ଅବସରରେ ଏହା କହିଛନ୍ତି।

https://twitter.com/ScottMorrisonMP/status/1344633815231172609?s=20

ଶୁକ୍ରବାରଠାରୁ ଏହା ଲାଗୁ ହୋଇଛି। ପ୍ରଧାନମନ୍ତ୍ରୀ ମୋରିସନ୍ କହିଛନ୍ତି ଯେ ଏବେ ସମୟ ଆସିଛି ଯେ ଏହି ମହାନ ‘ଏକ୍/ଏକତା’ ଆମର ଜାତୀୟ ସଂଗୀତରେ ସମ୍ପୂର୍ଣ୍ଣ ରୂପେ ପ୍ରତିଫଳିତ ହୋଇଛି। ପୃଥିବୀର ସବୁଠାରୁ ସଫଳ ବହୁମୁଖୀ ରାଷ୍ଟ୍ର ଅଷ୍ଟ୍ରେଲିଆ।

Related story