ଆୟ ବହିର୍ଭୂତ ସମ୍ପତ୍ତି ମାମଲା: କୋର୍ଟଙ୍କ ଦ୍ୱାରସ୍ଥ ହେଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କରିଥିବା ମାମଲା ଉପରେ ବୀରଭଦ୍ର ସିଂହ ସୋମବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବୀରଭଦ୍ର ଏହି ମାମଲାର ଏଫଆଇଆର କପି ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଓ ଇଡିର ଏକ ଟିମ୍ ୨୬ ତାରିଖରେ ବୀରଭଦ୍ରଙ୍କ ବାସଭବନ ଉପରେ ଚଢାଉ କରିଥିଲେ। ସିମଲା ଓ ଦିଲ୍ଲୀ ବାସଭବନ ବ୍ୟତୀତ ୧୧ଟି ସ୍ଥାନରେ ସିବିଆଇ ଚଢାଉ […]
ନୂଆଦିଲ୍ଲୀ:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କରିଥିବା ମାମଲା ଉପରେ ବୀରଭଦ୍ର ସିଂହ ସୋମବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବୀରଭଦ୍ର ଏହି ମାମଲାର ଏଫଆଇଆର କପି ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଓ ଇଡିର ଏକ ଟିମ୍ ୨୬ ତାରିଖରେ ବୀରଭଦ୍ରଙ୍କ ବାସଭବନ ଉପରେ ଚଢାଉ କରିଥିଲେ। ସିମଲା ଓ ଦିଲ୍ଲୀ ବାସଭବନ ବ୍ୟତୀତ ୧୧ଟି ସ୍ଥାନରେ ସିବିଆଇ ଚଢାଉ କରିଥିଲା।