ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ଚଢାଉ

ଶିମଲା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ବାସଭବନରେ ଶନିବାର ସିବିଆଇ ପକ୍ଷରୁ ଚଢାଉ କରାଯାଉଛି । ସିବିଆଇ ଟିମ୍ ସିମଲା ସ୍ଥିତ ତାଙ୍କ ବସଭବନରେ ଚଢାଉ କରିଛୁ। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ୧୮ ଜଣିଆ ଟିମ୍ ଏହି ଚଢାଉ କରିଛି। ହିମାଚଳ ପ୍ରଦେଶ ଓ ଦିଲ୍ଲୀ ବାସଭବନ ସହ ୧୧ଟି ସ୍ଥାନରେ ସିବିଆଇ ଟିମ୍ ଚଢାଉ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ବୀରଭଦ୍ରଙ୍କ ବିରୋଧରେ ଭଷ୍ଟ୍ରାଚାର ନିରୋଧକ […]

VIRBHADRA

Rakesh Mallick
  • Published: Saturday, 26 September 2015
  • , Updated: 26 September 2015, 07:13 AM IST

ଶିମଲା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ବାସଭବନରେ ଶନିବାର ସିବିଆଇ ପକ୍ଷରୁ ଚଢାଉ କରାଯାଉଛି । ସିବିଆଇ ଟିମ୍ ସିମଲା ସ୍ଥିତ ତାଙ୍କ ବସଭବନରେ ଚଢାଉ କରିଛୁ। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ୧୮ ଜଣିଆ ଟିମ୍ ଏହି ଚଢାଉ କରିଛି। ହିମାଚଳ ପ୍ରଦେଶ ଓ ଦିଲ୍ଲୀ ବାସଭବନ ସହ ୧୧ଟି ସ୍ଥାନରେ ସିବିଆଇ ଟିମ୍ ଚଢାଉ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ବୀରଭଦ୍ରଙ୍କ ବିରୋଧରେ ଭଷ୍ଟ୍ରାଚାର ନିରୋଧକ ଆଇନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ କରାଯାଇଛି।

Related story