୧୧ ଅଗଷ୍ଟରେ ଅଯୋଧ୍ୟା ବିବାଦର ଶୁଣାଣି
ନୂଆଦିଲ୍ଲୀ: ଅଗଷ୍ଟ ୧୧ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ। ଅପରାହ୍ନ ୨ଟାରେ ତିନିଜଣ ଜଜ୍ଙ୍କୁ ନେଇ ଗଠିତ ସ୍ପେଶାଲ ବେଞ୍ଚ ଏହାର ଶୁଣାଣି କରିବେ। ଗତ ଶୁଣାଣିରେ କୋର୍ଟ ମାମଲାକୁ ଆପୋଷ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ମଧ୍ୟସ୍ଥତା କରିବାକୁ ଜଣେ ଜଜ୍ଙ୍କ ନିଯୁକ୍ତି ପାଇଁ ମଧ୍ୟ କୋର୍ଟ କହିଥିଲେ। ବିଚାର ସମୟରେ କୋର୍ଟ ଏହାକୁ ଏକ ସମ୍ବେଦନଶୀଳ ମାମଲା ବୋଲି କହିବା ସହ ସବୁ ପକ୍ଷ ସହମତିରେ ମାମଲାର ସମାଧାନ କରିବାକୁ […]
ନୂଆଦିଲ୍ଲୀ: ଅଗଷ୍ଟ ୧୧ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ। ଅପରାହ୍ନ ୨ଟାରେ ତିନିଜଣ ଜଜ୍ଙ୍କୁ ନେଇ ଗଠିତ ସ୍ପେଶାଲ ବେଞ୍ଚ ଏହାର ଶୁଣାଣି କରିବେ।
ଗତ ଶୁଣାଣିରେ କୋର୍ଟ ମାମଲାକୁ ଆପୋଷ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ମଧ୍ୟସ୍ଥତା କରିବାକୁ ଜଣେ ଜଜ୍ଙ୍କ ନିଯୁକ୍ତି ପାଇଁ ମଧ୍ୟ କୋର୍ଟ କହିଥିଲେ।
ବିଚାର ସମୟରେ କୋର୍ଟ ଏହାକୁ ଏକ ସମ୍ବେଦନଶୀଳ ମାମଲା ବୋଲି କହିବା ସହ ସବୁ ପକ୍ଷ ସହମତିରେ ମାମଲାର ସମାଧାନ କରିବାକୁ କହିଥିଲେ।