୨୮ ଅକ୍ଟୋବରରୁ ୭ ନଭେମ୍ୱର ଯାଏ ଏକଜିଟ୍ ପୋଲ୍ ଉପରେ ରୋକ୍ ଲାଗିଲା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ସମ୍ୱନ୍ଧିତ ଏକଜିଟ୍ ପୋଲ୍ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ। ଏଥିପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି। ନିୟମ ଅନୁଯାୟୀ ୨୮ ଅକ୍ଟୋବର ସକାଳ ୭ ଟାରୁ  ୭ ନଭେମ୍ୱର ସକାଳ ୬ଟା ଯାଏ କୌଣସି ପ୍ରକାରର ଏକଜିଟ୍ ପୋଲ୍ ମିଡିଆ ହାଉସ ଦେଖାଇ ପାରିବେ ନାହିଁ। ଏହି କଟକଣା ପ୍ରିଣ୍ଟ ମିଡିଆ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ପାଇଁ ଲାଗୁ କରିଛନ୍ତି ନିର୍ବାଚନ କମିଶନ। ୨୪୩ଟି ଆସନ ପାଇଁ ତିନୋଟି […]

election

election

Subhransu Sekhar
  • Published: Monday, 12 October 2020
  • Updated: 12 October 2020, 07:48 PM IST

Sports

Latest News

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ସମ୍ୱନ୍ଧିତ ଏକଜିଟ୍ ପୋଲ୍ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ। ଏଥିପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି। ନିୟମ ଅନୁଯାୟୀ ୨୮ ଅକ୍ଟୋବର ସକାଳ ୭ ଟାରୁ  ୭ ନଭେମ୍ୱର ସକାଳ ୬ଟା ଯାଏ କୌଣସି ପ୍ରକାରର ଏକଜିଟ୍ ପୋଲ୍ ମିଡିଆ ହାଉସ ଦେଖାଇ ପାରିବେ ନାହିଁ। ଏହି କଟକଣା ପ୍ରିଣ୍ଟ ମିଡିଆ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ପାଇଁ ଲାଗୁ କରିଛନ୍ତି ନିର୍ବାଚନ କମିଶନ।

୨୪୩ଟି ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ ବିଧାୟକ ଆସନ, ଦ୍ୱିତୀୟରେ ୧୭ଟି ଜିଲ୍ଲାର ୯୪ଟି ଆସନ, ତୃତୀୟରେ ୧୫ଟି ଜିଲ୍ଲାର ୭୮ ଆସନ ପାଇଁ ମତଦାନ ହେବ।

ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଚୋବରର ୧ରୁ ନାମାଙ୍କନ ଆରମ୍ଭ ହୋଇଛି। ୨୮ ଅକ୍ଟୋବରରେ ହେବ ନିର୍ବାଚନ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୩। ତୃତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ୱର ୭ ରହିଛି। ଦୁର୍ଗାପୂଜା ଏବଂ ଦିପାବଳୀ ମଝିରେ ନଭେମ୍ୱର ୧୦ରେ ପ୍ରକାଶ ପାଇବ ଫଳାଫଳ।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ଛଅଟା ଯାଏ ଚାଲିବ। ମତଦାନ ପାଇଁ ଘଣ୍ଟାଏ ସମୟ ବଢ଼ାଇଛନ୍ତି ନିର୍ବାଚନ କମିଶନ। କରୋନା ଆକ୍ରାନ୍ତ ମଧ୍ୟ ମାସ୍କ ଏବଂ ନିୟମ ଅନୁଯାୟୀ ଭୋଟ୍ ଦେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story