ବେଙ୍ଗଲୁରୁ ମହାନଗର ନିର୍ବାଚନରେ ବିଜେପିର ବାଜିମାତ

ବେଙ୍ଗଲୁରୁ: ବେଙ୍ଗଲୁରୁରେ ହୋଇଥିବା ମହାନଗର ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ୧୯୭ ସିଟ ବିଶିଷ୍ଟ ବେଙ୍ଗଲୁରୁ ମହାନଗର ନିଗମରେ ବର୍ତ୍ତମାନ ସୁଦ୍ଧା ବିଜେପିକୁ ୧୦୦ ସିଟ୍ ମିଳିଛି । ସେହିପରି କଂଗ୍ରେସ ୭୬, ଜେଡିଏସ ୧୪ ଓ ଅନ୍ୟ ଦଳ ୮ଟି ସିଟ୍ ମିଳିଛି । ୩ଟି ସିଟର ଫଳାଫଳ ହସ୍ତଗତ ହୋଇନାହିଁ । ଶନିବାର ୧୯୭ ସିଟ୍ ପାଇଁ ନିର୍ବାଚନ ହୋଇଥିଲା । ଗତ ନିର୍ବାଚନରେ ବିଜେପି ୧୯୭ ସିଟରୁ ୧୧୬ ସିଟ୍ ପାଇଥିବା ବେଳେ […]

bjp

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 09:45 AM IST

ବେଙ୍ଗଲୁରୁ: ବେଙ୍ଗଲୁରୁରେ ହୋଇଥିବା ମହାନଗର ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ୧୯୭ ସିଟ ବିଶିଷ୍ଟ ବେଙ୍ଗଲୁରୁ ମହାନଗର ନିଗମରେ ବର୍ତ୍ତମାନ ସୁଦ୍ଧା ବିଜେପିକୁ ୧୦୦ ସିଟ୍ ମିଳିଛି । ସେହିପରି କଂଗ୍ରେସ ୭୬, ଜେଡିଏସ ୧୪ ଓ ଅନ୍ୟ ଦଳ ୮ଟି ସିଟ୍ ମିଳିଛି । ୩ଟି ସିଟର ଫଳାଫଳ ହସ୍ତଗତ ହୋଇନାହିଁ । ଶନିବାର ୧୯୭ ସିଟ୍ ପାଇଁ ନିର୍ବାଚନ ହୋଇଥିଲା । ଗତ ନିର୍ବାଚନରେ ବିଜେପି ୧୯୭ ସିଟରୁ ୧୧୬ ସିଟ୍ ପାଇଥିବା ବେଳେ କଂଗ୍ରେସ ୬୨ ଓ ଜେଡିଏସ୍ ୧୪ ଓ ଅନ୍ୟ ଦଳଙ୍କୁ ୮ଟି ସିଟ୍ ମିଳିଥିଲା।

Related story