ବାଂଲାଦେଶ: ୪ ମହିଳା ଆତଙ୍କୀ ଗିରଫ

ଢାକା: ବାଂଲାଦେଶର ଏକ ରେଷ୍ଟୁରାଣ୍ଟରେ ଆତଙ୍କବାଦୀ ଆକ୍ରମଣରେ ୨୨ ନାଗରିକ(୧୭ ବିଦେଶୀ)ଙ୍କ ମୃତ୍ୟୁ ପରେ ଆଜି ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ। ସେମାନେ ସବୁ ଜମ୍ମାତୁଲ ମୁଜାହିଦ୍ଦିନ ବାଂଲାଦେଶ(ଜେଏମ୍‌ବି)ର ସଦସ୍ୟ ‍ବୋଲି ବାଂଲାଦେଶ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେନାର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ କହିଛନ୍ତି,“ଆମେ ଆଜି ଜେଏମ୍‌ବି ୪ ଜଣ ମହିଳା ସଦସ୍ୟଙ୍କୁ ଗିରଫ କରିଛୁ। ସେମାନେ ଏହି ଆତଙ୍କବାଦୀ ହମଲାରେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ସେମାନଙ୍କୁ ପଚରାଉଚରା […]

handcuffs

Rakesh Mallick
  • Published: Sunday, 24 July 2016
  • , Updated: 04 May 2017, 03:44 PM IST

ଢାକା: ବାଂଲାଦେଶର ଏକ ରେଷ୍ଟୁରାଣ୍ଟରେ ଆତଙ୍କବାଦୀ ଆକ୍ରମଣରେ ୨୨ ନାଗରିକ(୧୭ ବିଦେଶୀ)ଙ୍କ ମୃତ୍ୟୁ ପରେ ଆଜି ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ। ସେମାନେ ସବୁ ଜମ୍ମାତୁଲ ମୁଜାହିଦ୍ଦିନ ବାଂଲାଦେଶ(ଜେଏମ୍‌ବି)ର ସଦସ୍ୟ ‍ବୋଲି ବାଂଲାଦେଶ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେନାର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ କହିଛନ୍ତି,“ଆମେ ଆଜି ଜେଏମ୍‌ବି ୪ ଜଣ ମହିଳା ସଦସ୍ୟଙ୍କୁ ଗିରଫ କରିଛୁ। ସେମାନେ ଏହି ଆତଙ୍କବାଦୀ ହମଲାରେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ସେମାନଙ୍କୁ ପଚରାଉଚରା କରାଯିବା ପରେ ସବୁ ତଥ୍ୟ ପଦାକୁ ଆସିବ।”

Related story