ବାଂଲାଦେଶ ସହ ସଂଯୁକ୍ତ ନଦୀ ଆୟୋଗ ବୈଠକ ବାତିଲ୍

ନୂଆଦିଲ୍ଲୀ: ଭାରତ ବାଂଲାଦେଶ ସଂଯୁକ୍ତ ନଦୀ ଆୟୋଗ (ଜେଆରସି) ଆଜିଠୁ ଆଲୋଚନା ଆରମ୍ଭ ହେବାର ଥିଲା। ହେଲେ ଅନ୍ତିମ ସମୟରେ ଏହି ଆଲୋଚନାକୁ ରଦ୍ଦ କରାଯାଇଛି। ବାଂଲାଦେଶ ସରକାର ଏ ବାବଦରେ ସ୍ପଷ୍ଟୀକରଣ ରଖିନାହିଁ। ହେଲେ ବାଂଲାଦେଶର ଗଣମାଧ୍ୟମ ସଂସ୍ଥାରୁ ଏହି ଖବର ଆସିଛି। ତେବେ ବୈଠକ ବାତିଲ୍ ହେବା ପଛର କାରଣ ନଦୀ ମାନଙ୍କର ତଥ୍ୟ ଆଦାନ-ପ୍ରଦାନରେ ବିଳମ୍ୱ ବୋଲି କୁହାଯାଇଛି। ଏହା ପୂର୍ବରୁ ଡିସେମ୍ୱର ୧୨ରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ […]

hasina_and_modi

hasina_and_modi

Subhransu Sekhar
  • Published: Wednesday, 18 December 2019
  • Updated: 18 December 2019, 05:59 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ବାଂଲାଦେଶ ସଂଯୁକ୍ତ ନଦୀ ଆୟୋଗ (ଜେଆରସି) ଆଜିଠୁ ଆଲୋଚନା ଆରମ୍ଭ ହେବାର ଥିଲା। ହେଲେ ଅନ୍ତିମ ସମୟରେ ଏହି ଆଲୋଚନାକୁ ରଦ୍ଦ କରାଯାଇଛି। ବାଂଲାଦେଶ ସରକାର ଏ ବାବଦରେ ସ୍ପଷ୍ଟୀକରଣ ରଖିନାହିଁ। ହେଲେ ବାଂଲାଦେଶର ଗଣମାଧ୍ୟମ ସଂସ୍ଥାରୁ ଏହି ଖବର ଆସିଛି। ତେବେ ବୈଠକ ବାତିଲ୍ ହେବା ପଛର କାରଣ ନଦୀ ମାନଙ୍କର ତଥ୍ୟ ଆଦାନ-ପ୍ରଦାନରେ ବିଳମ୍ୱ ବୋଲି କୁହାଯାଇଛି।

ଏହା ପୂର୍ବରୁ ଡିସେମ୍ୱର ୧୨ରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ ଭାରତ ଗସ୍ତରୁ ଓହରିଥିଲେ। ତେବେ ଗସ୍ତ ବାତିଲ ପଛର କାରଣ କାର୍ଯ୍ୟବସ୍ତ ଯୋଗୁ ସେ ଭାରତ ଗସ୍ତ ବାତିଲ୍ କରିଥିଲେ ବୋଲି କହିଥିଲେ। ତେବେ ନାଗରିକତା ସଂଶୋଧନ ଆଇନକୁ ନେଇ ବାଂଲାଦେଶ ଅସନ୍ତୋଷ ପ୍ରକାଶ କରିଥିବାରୁ ବାଂଲାଦେଶ ମନ୍ତ୍ରୀ ମୋମେନ ଗସ୍ତ ବାତିଲ୍ କରିଥିଲେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଦେଶର ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। ମୋମେନଙ୍କ ଗସ୍ତ ଓ ସିଏଏ ସହିତ କୌଣସି ଲିଙ୍କ୍ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଥିଲେ।

ସୂଚନାଯୋଗ୍ୟ, ସଂସଦରେ ନାଗରିକ ସଂଶୋଧନ ବିଧେୟକ ଆଗତ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବାଂଲାଦେଶରେ ଅଳ୍ପ ସଂଖ୍ୟକଙ୍କ ସଂଖ୍ୟା କମୁଛି ବୋଲି ମତ ରଖିଥିଲେ। ଏହାକୁ ନେଇ ବାଂଲାଦେଶ ଅସନ୍ତୋଷ ପ୍ରକାଶ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story