ବରିଷ୍ଠ ନେତାମାନେ ପାର୍ଟି ଫୋରମରେ ମତ ରଖିଥିଲେ ଭଲ ହୋଇଥା’ନ୍ତା: ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ: ବିହାରରେ ବିଜେପିର ଶୋଚନୀୟ ପରାଜୟ ପରେ ଦଳୀୟ ନେତୃବୃନ୍ଦଙ୍କ ବୟାନବାଜି ଜାରି ରହିଛି । ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଜୋଷୀଙ୍କ ସମେତ ଦଳର ୪ରୁ ୫ଜଣ ବରିଷ୍ଠ ନେତା ଦଳୀୟ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ଏହାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ଭେଙ୍କେୟା ନାଇଡୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଦଳର ବରିଷ୍ଠ ନେତାମାନେ ଏପରି ବୟାନବାଜି ଦେବା ଅପେକ୍ଷା ଦଳୀୟ ଫୋରମ ଉପରେ ମତ ଦେଲେ ଭଲ […]

venkaiah

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 10:22 AM IST

ନୂଆଦିଲ୍ଲୀ: ବିହାରରେ ବିଜେପିର ଶୋଚନୀୟ ପରାଜୟ ପରେ ଦଳୀୟ ନେତୃବୃନ୍ଦଙ୍କ ବୟାନବାଜି ଜାରି ରହିଛି । ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଜୋଷୀଙ୍କ ସମେତ ଦଳର ୪ରୁ ୫ଜଣ ବରିଷ୍ଠ ନେତା ଦଳୀୟ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ଏହାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ଭେଙ୍କେୟା ନାଇଡୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଦଳର ବରିଷ୍ଠ ନେତାମାନେ ଏପରି ବୟାନବାଜି ଦେବା ଅପେକ୍ଷା ଦଳୀୟ ଫୋରମ ଉପରେ ମତ ଦେଲେ ଭଲ ହୋଇଥା’ନ୍ତା।

Related story