ବିଏସ୍ଏ‌ଫ୍‌ ଯବାନଙ୍କ ଭିଡିଓ ପରେ ଏବେ ଅଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ନିମ୍ନମାନର ଖାଦ୍ୟ ଅଭିଯୋଗ ଆଣି ଚର୍ଚ୍ଚାରେ ରହିଥିବା ବିଏସ୍‌ଏଫ୍‌ ଯବାନ ତେଜ ବାହାଦୁର ଏବେ ଏକ ଅଡିଓ ରେକର୍ଡିଂକୁ ନେଇ ଚର୍ଚ୍ଚାରେ ପୁଣି ଆସିଛନ୍ତି। ନିଜ ପତ୍ନୀଙ୍କ ସହ ଫୋନ ଯୋଗେ କଥା ହେଉଥିବା ସମୟରେ କିପରି ଜଣେ ଉପରିସ୍ଥ ଅଫିସର ତାଙ୍କୁ ଅଭିଯୋଗ ପ୍ରତ୍ୟାହାର କରାଇ ନେବାକୁ ଧମକ ଦେଉଛନ୍ତି ସେହି କଥୋପକଥନର ଏକ ଅଡିଓ ଏବେ ଭାଇରାଲ ହୋଇଛି। ତେବେ ଭାଇରାଲ ହୋଇଥିବା ଏହି ଅଡ଼ିଓ ଯବାନ ତେଜ ବାହାଦୁରଙ୍କ କି ନାହିଁ […]

bsf-jaban

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 01:59 PM IST

ନୂଆଦିଲ୍ଲୀ: ନିମ୍ନମାନର ଖାଦ୍ୟ ଅଭିଯୋଗ ଆଣି ଚର୍ଚ୍ଚାରେ ରହିଥିବା ବିଏସ୍‌ଏଫ୍‌ ଯବାନ ତେଜ ବାହାଦୁର ଏବେ ଏକ ଅଡିଓ ରେକର୍ଡିଂକୁ ନେଇ ଚର୍ଚ୍ଚାରେ ପୁଣି ଆସିଛନ୍ତି। ନିଜ ପତ୍ନୀଙ୍କ ସହ ଫୋନ ଯୋଗେ କଥା ହେଉଥିବା ସମୟରେ କିପରି ଜଣେ ଉପରିସ୍ଥ ଅଫିସର ତାଙ୍କୁ ଅଭିଯୋଗ ପ୍ରତ୍ୟାହାର କରାଇ ନେବାକୁ ଧମକ ଦେଉଛନ୍ତି ସେହି କଥୋପକଥନର ଏକ ଅଡିଓ ଏବେ ଭାଇରାଲ ହୋଇଛି।

ତେବେ ଭାଇରାଲ ହୋଇଥିବା ଏହି ଅଡ଼ିଓ ଯବାନ ତେଜ ବାହାଦୁରଙ୍କ କି ନାହିଁ ସେ ନେଇ ଏବେ ପର୍ଯ୍ୟନ୍ତ କୌଣସି ପ୍ରକାର ସ୍ପଷ୍ଟ ହୋଇ ନାହିଁ।

Related story