କରୋନା ଚିକିତ୍ସାରେ ବିସିଜି ଟିକା ଲାଭଦାୟକ!

ନୂଆଦିଲ୍ଲୀ: ଯକ୍ଷ୍ମା ଏବଂ କୁଷ୍ଠ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ବିସିଜି ଟିକା କରୋନା ଚିକିତ୍ସାରେ ମଧ୍ୟରେ ସଫଳ ହେଉଛି। ଆଇସିଏମ୍ଆର ଗବେଷଣାରୁ ଏହା ଜଣାପଡ଼ିଛି। ବୟସ୍କଙ୍କ ସ୍ମରଣ ଶକ୍ତି ସେଲକୁ କାର୍ଯ୍ୟକ୍ଷମ କରାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ଏହି ଟିକା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି ବୋଲି ଆଇସିଏମଆର ସର୍ଭେରୁ ଜଣାପଡ଼ିଛି। ୮୬ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଆଇସିଏମଆର ଏହି ଗବେଷଣା କରିଥିଲା। ୬୦ ବର୍ଷରୁ […]

VACCINE

VACCINE

Subhransu Sekhar
  • Published: Friday, 30 October 2020
  • Updated: 30 October 2020, 01:11 PM IST

Sports

Latest News

ନୂଆଦିଲ୍ଲୀ: ଯକ୍ଷ୍ମା ଏବଂ କୁଷ୍ଠ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ବିସିଜି ଟିକା କରୋନା ଚିକିତ୍ସାରେ ମଧ୍ୟରେ ସଫଳ ହେଉଛି। ଆଇସିଏମ୍ଆର ଗବେଷଣାରୁ ଏହା ଜଣାପଡ଼ିଛି। ବୟସ୍କଙ୍କ ସ୍ମରଣ ଶକ୍ତି ସେଲକୁ କାର୍ଯ୍ୟକ୍ଷମ କରାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ଏହି ଟିକା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି ବୋଲି ଆଇସିଏମଆର ସର୍ଭେରୁ ଜଣାପଡ଼ିଛି।

୮୬ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଆଇସିଏମଆର ଏହି ଗବେଷଣା କରିଥିଲା। ୬୦ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା। ବିସିଜି ଦ୍ୱାରା ପ୍ରୟୋଗ ହୋଇଥିବା ଭ୍ୟାକସିନ୍ ପରେ ଲୋକଙ୍କ ଶରୀରରେ ଆଣ୍ଟିବଡି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। କରୋନା ମହାମାରୀ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ଦ୍ୱାରା ଏହାକୁ ମାତ୍ ଦେବା ସହଜ ହୋଇଥାଏ। ତେଣୁ ବିସିଜି ଭ୍ୟାକସିନ୍ ବିଧିବଦ୍ଧ ଭାବେ ବ୍ୟବହାର କରିବା ନେଇ ଚିନ୍ତା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story