ଗୋମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଲେ ଜମ୍ମୁ-କାଶ୍ମୀର ହାଇକୋର୍ଟ

ଜମ୍ମୁ: ଜମ୍ମୁ-କାଶ୍ମୀର ହାଇକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି। ରାଜ୍ୟରେ ଗୋମାଂସ ବିକ୍ରି ଉପରେ ହାଇକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି । କୋର୍ଟଙ୍କ ଡିଭିଜନ୍ ବେଞ୍ଚ୍ ଡିଜିପିଙ୍କୁ ପ୍ରତି ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଏହି ଆଦେଶ ପାଳନ କରିବା ନେଇ କହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଗୋମାଂସ ଯେପରି ବିକ୍ରି ନ ହୁଏ ତାହା ସୁନିଶ୍ଚିତ  କରିବାକୁ ପ୍ରଶାସନକୁ  ଏହି ରାୟରେ କହିଛନ୍ତି। ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ  ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

jamu

Rakesh Mallick
  • Published: Thursday, 10 September 2015
  • , Updated: 10 September 2015, 09:52 AM IST

ଜମ୍ମୁ: ଜମ୍ମୁ-କାଶ୍ମୀର ହାଇକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି। ରାଜ୍ୟରେ ଗୋମାଂସ ବିକ୍ରି ଉପରେ ହାଇକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି । କୋର୍ଟଙ୍କ ଡିଭିଜନ୍ ବେଞ୍ଚ୍ ଡିଜିପିଙ୍କୁ ପ୍ରତି ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଏହି ଆଦେଶ ପାଳନ କରିବା ନେଇ କହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଗୋମାଂସ ଯେପରି ବିକ୍ରି ନ ହୁଏ ତାହା ସୁନିଶ୍ଚିତ  କରିବାକୁ ପ୍ରଶାସନକୁ  ଏହି ରାୟରେ କହିଛନ୍ତି। ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ  ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି।

Related story