‘ଭିମ୍‌’ ଆପ୍‌ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋବାଇଲ ଆପ୍‌ ‘ଭିମ୍‌’ ଶୁଭାରମ୍ଭ କରିଛନ୍ତି। ଆମ୍ୱଦକରଙ୍କ ସ୍ମୃତିରେ ଏହି ଆପ୍‌ ଶୁଭାରମ୍ଭ କରାଯାଇଛି। ମୋଦି କହିଛନ୍ତି,“ବିନା ଇଣ୍ଟରନେଟ୍‌ରେ ‘ଭିମ୍‌’ରୁ ଟଙ୍କା ଟ୍ରାନ୍ସଫର କରିହେବ। ଏହି ପାଇଁ ଗ୍ରାହକଙ୍କ ଆଙ୍ଗଠି ହିଁ ଯଥେଷ୍ଟ। ଆପଣଙ୍କ ଆଙ୍ଗୁଠି ଆପଣଙ୍କ ପରିଚୟ ଓ ଆପଣଙ୍କ ବ୍ୟାଙ୍କ। କୋଟି କୋଟି ଲୋକ ଅନ୍‌ଲାଇନ୍‌ରେ କାରବାର କରୁଛନ୍ତି। ପରିବର୍ତ୍ତନକୁ ଦେଶବାସୀ ସ୍ୱୀକାର କରି ନେଇଛନ୍ତି।” ସେ ଆହୁରି କହିଛନ୍ତି,“୭୦-୮୦ ବର୍ଷ ତଳେ ଭାରତରତ୍ନ ଭିମ୍‌ରାଓ ଆମ୍ୱେଦକର […]

pm

Rakesh Mallick
  • Published: Friday, 30 December 2016
  • , Updated: 30 December 2016, 07:15 PM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋବାଇଲ ଆପ୍‌ ‘ଭିମ୍‌’ ଶୁଭାରମ୍ଭ କରିଛନ୍ତି। ଆମ୍ୱଦକରଙ୍କ ସ୍ମୃତିରେ ଏହି ଆପ୍‌ ଶୁଭାରମ୍ଭ କରାଯାଇଛି।

ମୋଦି କହିଛନ୍ତି,“ବିନା ଇଣ୍ଟରନେଟ୍‌ରେ ‘ଭିମ୍‌’ରୁ ଟଙ୍କା ଟ୍ରାନ୍ସଫର କରିହେବ। ଏହି ପାଇଁ ଗ୍ରାହକଙ୍କ ଆଙ୍ଗଠି ହିଁ ଯଥେଷ୍ଟ। ଆପଣଙ୍କ ଆଙ୍ଗୁଠି ଆପଣଙ୍କ ପରିଚୟ ଓ ଆପଣଙ୍କ ବ୍ୟାଙ୍କ। କୋଟି କୋଟି ଲୋକ ଅନ୍‌ଲାଇନ୍‌ରେ କାରବାର କରୁଛନ୍ତି। ପରିବର୍ତ୍ତନକୁ ଦେଶବାସୀ ସ୍ୱୀକାର କରି ନେଇଛନ୍ତି।”

ସେ ଆହୁରି କହିଛନ୍ତି,“୭୦-୮୦ ବର୍ଷ ତଳେ ଭାରତରତ୍ନ ଭିମ୍‌ରାଓ ଆମ୍ୱେଦକର ଟଙ୍କା ଉପରେ ନିବନ୍ଧ ଲେଖିଥିଲେ।”

୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜମାର ଶେଷ ଦିନରେ ଏଭଳି ଆପ୍‌ର ଲଞ୍ଚ କରି ସାରା ଦେଶକୁ କ୍ୟାସ୍‌ଲେସ୍‌ କାରବାର ସହ ଯୋଡ଼ିବାକୁ ତାଙ୍କ ସରକାରଙ୍କ ଏହା ସବୁଠାରୁ ବଡ଼ ପ୍ରୟାସ ବୋଲି ମୋଦି କହିଛନ୍ତି।

Related story