ଭୋପାଳ ଏନକାଉଣ୍ଟର: ନିହତ ସମସ୍ତ ଆତଙ୍କୀଙ୍କ ଶରୀରରେ ଦୁଇଟି ଲେଖାଏଁ ଗୁଳି ବାଜିଛି

ଭୋପାଳ: ଭୋପାଳ କେନ୍ଦ୍ରୀୟ ଜେଲରୁ ଫେରାର ହେବା ପରେ ଏନକାଉଣ୍ଟରେ ନିହତ ଆଠ ସିମି ଆତଙ୍କବାଦୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, କଏଦୀଙ୍କ ମୃତ୍ୟୁ ଗୁଳି ବାଜି ହୋଇଛି। ସେମାନଙ୍କ ଅଣ୍ଟାରୁ ଉପରକୁ ଗୁଳି ଲାଗିଛି। ପ୍ରତ୍ୟେକ କଏଦୀଙ୍କ ଶରୀରରେ ଦୁଇଟି ଲେଖାଏଁ ଗୁଳି ବାଜିଛି। ଏହାସହିତ ସେମାନଙ୍କ ଶରୀରରେ କିଛି କ୍ଷତ ଚିହ୍ନ ରହିଛି,  କିନ୍ତୁ ଏହା ଗଭୀର ନୁହେଁ ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଡାକ୍ତର ଉଲ୍ଲେଖ କରିଛନ୍ତି।

simi-encounter

Rakesh Mallick
  • Published: Wednesday, 02 November 2016
  • , Updated: 02 November 2016, 02:31 PM IST

Related story