‘ବିଗ୍ ବି’ଙ୍କ ଏଟିଏମ୍‌ରୁ ୫ ଲକ୍ଷ ଟଙ୍କା ଲୁଟ୍ କରିବା ଅଭିଯୋଗରେ ୨ ଗିରଫ

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ଆକାଉଣ୍ଟରୁ  ୫ ଲକ୍ଷ  ଲୁଟ୍ କରିବା ଅଭିଯୋଗରେ ଆଜି ଝାରଖଣ୍ଡ ପୋଲିସ୍  ଦୁଇ ଜଣ ସାଇବର ଅପରାଧୀଙ୍କୁ ଗିରଫ କରିଛି। ପୋଲିସ୍  ଏହି ଦୁଇ ଅପରାଧୀକୁ ପଚରାଉଚରା କରୁଛି। କିଛି ଦିନ ପୂର୍ବରୁ ଏହି ଦୁଇଜଣ ସାଇବର ଅପରାଧୀ ପ୍ରଥମେ ଅମିତାଭ ବଚ୍ଚନଙ୍କୁ ଫୋନ କରିଥିଲେ ଓ ତାଙ୍କ ଏଟିଏମ୍ ପିନ୍  ନମ୍ବର ମାଗିଥିଲେ । ତା’ପରେ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ଗତ କିଛି […]

INDIA-ENTERTAINMENT-BOLLYWOOD

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 10:08 AM IST

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ଆକାଉଣ୍ଟରୁ  ୫ ଲକ୍ଷ  ଲୁଟ୍ କରିବା ଅଭିଯୋଗରେ ଆଜି ଝାରଖଣ୍ଡ ପୋଲିସ୍  ଦୁଇ ଜଣ ସାଇବର ଅପରାଧୀଙ୍କୁ ଗିରଫ କରିଛି। ପୋଲିସ୍  ଏହି ଦୁଇ ଅପରାଧୀକୁ ପଚରାଉଚରା କରୁଛି।

କିଛି ଦିନ ପୂର୍ବରୁ ଏହି ଦୁଇଜଣ ସାଇବର ଅପରାଧୀ ପ୍ରଥମେ ଅମିତାଭ ବଚ୍ଚନଙ୍କୁ ଫୋନ କରିଥିଲେ ଓ ତାଙ୍କ ଏଟିଏମ୍ ପିନ୍  ନମ୍ବର ମାଗିଥିଲେ । ତା’ପରେ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ।

ଗତ କିଛି ଦିନ ପୂର୍ବରୁ ଅମିତାଭ ବଚ୍ଚନ ମହୀଶୂରରେ ଏକ ଟିଭି ଶୋ’ରେ ଏହି ଘଟଣା ବିଷୟରେ କହିଥିଲେ। ସେ କହିଥିଲେ,“ମୁଁ ଦୁଇ ଜଣ ଅପରାଧୀଙ୍କ  ସହ ଦେଖାକରିବାକୁ ଚାହୁଁଛି।”

Related story