୧୦୦ କୋଟି ଶସ୍ତାରେ ବିକ୍ରିହେଲା ଦୁନିଆର ସବୁଠୁ ବଡ଼ ହୀରା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଶସ୍ତାରେ ବିକ୍ରି ହେଲା ଦୁନିଆର ସବୁଠୁ ବଡ ହୀରା। ଜଣାଶୁଣା ହୀରା ଏକ୍ସପର୍ଟଙ୍କ ଆକଳନ ଅନୁସାରେ ଏହି ହୀରା ୧୦୦ କୋଟି କମ ଦାମରେ ବିକ୍ରି ହୋଇଛି। ୧୬୩ କୋଟି ଟଙ୍କାର ଏହି ହୀରାଟି ୩୧୭ କୋଟି ଟଙ୍କାରେ ବିକ୍ରିପାଇଁ ରଖାଯାଇଥିଲା। କିନ୍ତୁ ଏହା ମାତ୍ର ୨୧୪ କୋଟି ଟଙ୍କାରେ ବିକ୍ରି ହୋଇଛି। ସୁଇଜରଲ୍ୟାଣ୍ଡ ଜେନିଭା ସହରରେ ଏହି ହୀରାର ନିଲାମୀ କରାଯାଇଥିଲା। ଏକ୍ସପର୍ଟଙ୍କ କହିବା ଅନୁସାରେ ଏହି ହୀରାଟି ସର୍ବୋଚ୍ଚ ଗ୍ରେଡ଼ର […]

img-1_555_111517115448

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 01:21 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଶସ୍ତାରେ ବିକ୍ରି ହେଲା ଦୁନିଆର ସବୁଠୁ ବଡ ହୀରା। ଜଣାଶୁଣା ହୀରା ଏକ୍ସପର୍ଟଙ୍କ ଆକଳନ ଅନୁସାରେ ଏହି ହୀରା ୧୦୦ କୋଟି କମ ଦାମରେ ବିକ୍ରି ହୋଇଛି। ୧୬୩ କୋଟି ଟଙ୍କାର ଏହି ହୀରାଟି ୩୧୭ କୋଟି ଟଙ୍କାରେ ବିକ୍ରିପାଇଁ ରଖାଯାଇଥିଲା। କିନ୍ତୁ ଏହା ମାତ୍ର ୨୧୪ କୋଟି ଟଙ୍କାରେ ବିକ୍ରି ହୋଇଛି।

ସୁଇଜରଲ୍ୟାଣ୍ଡ ଜେନିଭା ସହରରେ ଏହି ହୀରାର ନିଲାମୀ କରାଯାଇଥିଲା। ଏକ୍ସପର୍ଟଙ୍କ କହିବା ଅନୁସାରେ ଏହି ହୀରାଟି ସର୍ବୋଚ୍ଚ ଗ୍ରେଡ଼ର ହୀରା ଥିଲା। ଏହାସହ ହୀରୀଟି ସମ୍ପୂର୍ଣ୍ଣ ରଙ୍ଗହିନ ମଧ୍ୟ ଥିଲା। ୨୦୧୬ରେ ଆଙ୍ଗୋଲା’ରୁ ଏହି ହୀରାକୁ ତିଆରି କରାଯାଇ ଆଣାଯାଇଥିଲା।

Related story