ବିହାର ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୫୩.୩୨% ମତଦାନ

ପାଟନା: ଚଳିତ ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ତୃତୀୟ ପର୍ଯ୍ୟାୟରେ ୫୩.୩୨ ପ୍ରତିଶତ ଭୋଟର୍ ସେମାନଙ୍କ ମତଦାନ କରିଛନ୍ତି। ୫୪% ମହିଳା ସେମାନଙ୍କ ମତ ସାବ୍ୟସ୍ତ କରିଥିବା ବେଳେ ୫୨.୫୦ ପ୍ରତିଶତ ପୁରୁଷ ଭୋଟର ମତଦାନ କରିଛନ୍ତି। ବକ୍ସାରରେ ସର୍ବାଧିକ ୫୬.୫୮ପ୍ରତିଶତ ଭୋଟିଂ ହୋଇଥିବା ବେଳେ ପାଟନାରେ ୫୧.୮୨ ମତଦାନ ହୋଇଛି। ଏହା ସହିତ ୮୦୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଆରଜେଡି ମୁଖ୍ୟ ଲାଲୁ […]

voting

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 04:08 PM IST

ପାଟନା: ଚଳିତ ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ତୃତୀୟ ପର୍ଯ୍ୟାୟରେ ୫୩.୩୨ ପ୍ରତିଶତ ଭୋଟର୍ ସେମାନଙ୍କ ମତଦାନ କରିଛନ୍ତି। ୫୪% ମହିଳା ସେମାନଙ୍କ ମତ ସାବ୍ୟସ୍ତ କରିଥିବା ବେଳେ ୫୨.୫୦ ପ୍ରତିଶତ ପୁରୁଷ ଭୋଟର ମତଦାନ କରିଛନ୍ତି। ବକ୍ସାରରେ ସର୍ବାଧିକ ୫୬.୫୮ପ୍ରତିଶତ ଭୋଟିଂ ହୋଇଥିବା ବେଳେ ପାଟନାରେ ୫୧.୮୨ ମତଦାନ ହୋଇଛି। ଏହା ସହିତ ୮୦୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ତେଜପ୍ରତାପ ଓ ତେଜସ୍ୱୀ ପ୍ରତାପ, ବିଜେପି ନେତା ନନ୍ଦ କିଶୋର ଯାଦବ, ଦଳ ମୁଖ୍ୟ ସଚେତକ ଅରୁଣ କୁମାର ସିହ୍ନା ଏବଂ ବିହାର ବିଧାନସଭା ଉପବାଚସ୍ପତି ଅମରେନ୍ଦ୍ର ପ୍ରତାପ ସିଂହ।

Related story