ବିହାର କଂଗ୍ରେସରେ ଝଡ଼: ଅନେକ ବିଧ୍ୟାୟକ ବିଜେପି ଓ ଜେଡିୟୁରେ ଯୋଗଦେବେ

ନୂଆଦିଲ୍ଲୀ: ଗୁଜରାଟ ପରେ ଏବେ ବିହାରରେ କଂଗ୍ରେସର ଚଡ଼କ। ଗୁଜରାଟର ପରିସ୍ଥିତି ଏମିତି ହେଲା ଯେ କଂଗ୍ରେସ ବିଧ୍ୟାୟକଙ୍କୁ ଏକ ବନ୍ଦ କଠୋରିରେ ରଖାଯାଇଛି। ଗୁଜରାଟ କଂଗ୍ରେସ ବିଧ୍ୟାୟକ ବିଜେପିରେ ସାମିଲ ହେବା ଭୟରେ ହାଇକମାଣ୍ଡ ଏହି ବିଧ୍ୟାୟକଙ୍କୁ ବାଙ୍ଗାଲୁରର ଏକ ହୋଟଲ୍‌ରେ ବନ୍ଦ କରି ରଖିଛି। ସେହିପରି ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟହେବା ପରେ ଏବେ କଂଗ୍ରେସର ଅସ୍ତିତ୍ୱ ସଂକଟରେ ପଡିଯାଇଛି। ଫଳରେ ୧୦ଜଣରୁ ଅଧିକ କଂଗ୍ରେସ ବିଧ୍ୟାୟକ ଏବେ ବିଜେପି ଓ ଜେଡିୟୁକୁ […]

sushil_nitish1

Rakesh Mallick
  • Published: Friday, 04 August 2017
  • , Updated: 04 August 2017, 09:18 PM IST

ନୂଆଦିଲ୍ଲୀ: ଗୁଜରାଟ ପରେ ଏବେ ବିହାରରେ କଂଗ୍ରେସର ଚଡ଼କ। ଗୁଜରାଟର ପରିସ୍ଥିତି ଏମିତି ହେଲା ଯେ କଂଗ୍ରେସ ବିଧ୍ୟାୟକଙ୍କୁ ଏକ ବନ୍ଦ କଠୋରିରେ ରଖାଯାଇଛି। ଗୁଜରାଟ କଂଗ୍ରେସ ବିଧ୍ୟାୟକ ବିଜେପିରେ ସାମିଲ ହେବା ଭୟରେ ହାଇକମାଣ୍ଡ ଏହି ବିଧ୍ୟାୟକଙ୍କୁ ବାଙ୍ଗାଲୁରର ଏକ ହୋଟଲ୍‌ରେ ବନ୍ଦ କରି ରଖିଛି। ସେହିପରି ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟହେବା ପରେ ଏବେ କଂଗ୍ରେସର ଅସ୍ତିତ୍ୱ ସଂକଟରେ ପଡିଯାଇଛି। ଫଳରେ ୧୦ଜଣରୁ ଅଧିକ କଂଗ୍ରେସ ବିଧ୍ୟାୟକ ଏବେ ବିଜେପି ଓ ଜେଡିୟୁକୁ ଯିବା ପାଇଁ ଆଲୋଚନା କରୁଥିବା ଜଣାପଡିଛି। ବିହାରରେ ୨୭ ଜଣ କଂଗ୍ରେସ ବିଧ୍ୟାୟକ ଅଛିନ୍ତି।

Related story