ବିହାର ଗସ୍ତରେ ମୋଦି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ପାଟନାରେ ବହୁ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ମଧ୍ୟ ଏହା ନିର୍ବାଚନ ପ୍ରଚାରର ଶୁଭାରମ୍ଭ ବୋଲି କୁହାଯାଉଛି। ମୋଦିଙ୍କ ସହ କେତେକ ସରକାରୀ କାର୍ଯ୍ୟକ୍ରମରେ ତାଙ୍କ କଠୋର ବିରୋଧୀ କୁହାଯାଉଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକାଠି ଦେଖିବାକୁ ମିଳିଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ମଧ୍ୟରେ ମୋଦିଙ୍କ ବିହାର ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଉତ୍ତର ବିହାରର ମୁଜାଫରପୁରରେ ଅପରାହ୍ନରେ ମୋଦି […]

modi

Rakesh Mallick
  • Published: Saturday, 25 July 2015
  • , Updated: 25 July 2015, 06:50 AM IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ପାଟନାରେ ବହୁ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ମଧ୍ୟ ଏହା ନିର୍ବାଚନ ପ୍ରଚାରର ଶୁଭାରମ୍ଭ ବୋଲି କୁହାଯାଉଛି। ମୋଦିଙ୍କ ସହ କେତେକ ସରକାରୀ କାର୍ଯ୍ୟକ୍ରମରେ ତାଙ୍କ କଠୋର ବିରୋଧୀ କୁହାଯାଉଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକାଠି ଦେଖିବାକୁ ମିଳିଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ମଧ୍ୟରେ ମୋଦିଙ୍କ ବିହାର ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଉତ୍ତର ବିହାରର ମୁଜାଫରପୁରରେ ଅପରାହ୍ନରେ ମୋଦି ଏକ ନିର୍ବାଚନୀ ସଭାକୁ ମଧ୍ୟ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୋଦି ବିହାର ପାଇଁ ସ୍ପେଶାଲ ଇକୋନମିକ୍ ପ୍ୟାକେଜ ଘୋଷଣା କରିବାର ମଧ୍ୟ ସମ୍ଭାବନା ରହିଛି।

Related story