ଟ୍ରାଫିକ୍‌ ନିୟମ ଭାଙ୍ଗିଲେ କେତେ ଟଙ୍କା ଜୋରିମାନା ଗଣିବେ, ଜାଣି ରଖନ୍ତୁ

ନୂଆଦିଲ୍ଲୀ: ଗତକାଲି ଲୋକସଭାରେ ପାରିତ ହୋଇଛି ମୋଟର ଭେଇକିଲ୍ ଆକ୍ଟ ସଂଶୋଧନ ବିଲ। ମୋଟର ଭେଇକିଲ ଆକ୍ଟ ୧୯୮୮ର ସଂଶୋଧନ କରାଯାଇ ଲୋକସଭାରେ ଏହା ଆଗତ ହୋଇଥିଲା। ଏଥିରେ ଟ୍ରାଫିକ ନିୟମରେ ଅନେକ ପରିବର୍ତ୍ତନ ହୋଇଛି। ନୂଆ ବ୍ୟବସ୍ଥା ଅନୁସାରେ ଏଣିକି ବିନା ଲାଇସେନ୍ସରେ କେହି ଗାଡ଼ି ଚଳାଉଥିଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଜୋରିମାନା ୫ ହଜାର ଟଙ୍କା। ସେହିପରି ମଦ ପିଇ ଗାଡ଼ି ଚଲାଉଥିଲେ […]

traffic rule violate

traffic rule violate

Subhransu Sekhar
  • Published: Wednesday, 24 July 2019
  • Updated: 24 July 2019, 02:12 PM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ଲୋକସଭାରେ ପାରିତ ହୋଇଛି ମୋଟର ଭେଇକିଲ୍ ଆକ୍ଟ ସଂଶୋଧନ ବିଲ। ମୋଟର ଭେଇକିଲ ଆକ୍ଟ ୧୯୮୮ର ସଂଶୋଧନ କରାଯାଇ ଲୋକସଭାରେ ଏହା ଆଗତ ହୋଇଥିଲା। ଏଥିରେ ଟ୍ରାଫିକ ନିୟମରେ ଅନେକ ପରିବର୍ତ୍ତନ ହୋଇଛି।

ନୂଆ ବ୍ୟବସ୍ଥା ଅନୁସାରେ ଏଣିକି ବିନା ଲାଇସେନ୍ସରେ କେହି ଗାଡ଼ି ଚଳାଉଥିଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଜୋରିମାନା ୫ ହଜାର ଟଙ୍କା। ସେହିପରି ମଦ ପିଇ ଗାଡ଼ି ଚଲାଉଥିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ଏବଂ ନିର୍ଦ୍ଦାରିତ ସ୍ପୀଡରୁ ଅଧିକ ସ୍ପୀଡ ଗାଡି ଚଳାଇଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଦେଶରେ ପ୍ରତିବର୍ଶ ଦେଢ଼ ଲକ୍ଷରୁ ଅଧିକ ଲୋକ ସଡ଼କ ଦର୍ଘଟଣାରେ ପ୍ରାଣ ହରାଉଛନ୍ତି। ଟ୍ରାଫିକ୍ ନିୟମକୁ ସଠିକ୍ ଢଙ୍ଗରେ ପାଳନ ନକରିବାରୁ ଏଭଳି ଦୁର୍ଘଟଣା ହେଉଛି ବୋଲି ସରକାର ହୃଦବୋଧ କରିଛନ୍ତି। ତେଣୁ ସରକାର ୧୯୮୮ ମୋଟର ଭେଇକିଲ ଆକ୍ଟର ସଂଶୋଧନ କରି ଏହି ବିଲ ଅଣାଯାଇଛି । ଏହି ବିଲ୍ ୨୦୧୭ରେ ଲୋକସଭାରେ ପାରିତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ପାସ୍ ହୋଇ ପାରିନଥିଲା। ଏହି ବିଲ୍ ରାଜ୍ୟସଭାରେ ପାସ ହେବା ପରେ ଟ୍ରାଫିକ ନିୟମରେ ଅନେକ ପରିବର୍ତ୍ତନ ଆସିବ।

କେଉଁ ନିୟମ ଭାଙ୍ଗିଲେ କେତେ ଟଙ୍କା ଜୋରିମାନା ଦେବେ
  • ବିନା ହେଲମେଟରେ ଗାଡ଼ି ଚଳାଉଥିଲେ ୧୦୦୦ ଟଙ୍କା ଜୋରିମାନା ଓ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ, ପୂର୍ବରୁ ଜୋରିମାନା ପରିମାଣ ଥିଲା ୧୦୦ ଟଙ୍କା
  • ଟ୍ରାଫିକ ନିୟମ ଭାଙ୍ଗିଲେ ୫୦୦ ଟଙ୍କା ଜୋରିମାନା, ପୂର୍ବରୁ ୧୦୦ ଟଙ୍କା ଥିଲା।
  • ବିନା ଟିକେଟରେ ବସ୍ ଯାତ୍ରା କଲେ ୫୦୦ ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୨୦୦ ଟଙ୍କା
  • ଟ୍ରାଫିକ ଅଧିକାରୀଙ୍କ ଆଦେଶ ନମାନିଲେ ୨୦୦୦ ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୫୦୦ଟଙ୍କା
  • ଲାଇସେନ୍ସ ନଥିବା ଗାଡ଼ି ଚଳାଇଲେ ୫୦୦୦ ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୧୦୦୦ ଟଙ୍କା
  • ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫୦୦୦ ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୫୦୦ ଟଙ୍କା
  • ଉପଯୁକ୍ତ ଯୋଗ୍ୟତା ନଥିବା ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୫୦୦ ଟଙ୍କା
  • ବିପଦପୂର୍ଣ୍ଣ ଭାବରେ ଗାଡ଼ି ଚଳାଇଲେ ୫୦୦୦ ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୧୦୦୦ ଟଙ୍କା
  • ସିଟ୍ ବେଲ୍ଟ ନପିନ୍ଧି ଚାରିଚକିଆ ଗାଡ଼ି ଚଳାଉଥିଲେ ୧୦୦୦ ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୧୦୦ ଟଙ୍କା
  • ଓଭରଲୋଡିଂ ହୋଇଥିବା ଗାଡ଼ି ହୋଇଥିଲେ ୨୦୦୦ ଟଙ୍କା ଜୋରିମାନା ସାଙ୍ଗକୁ ୩ ମାସର ଲାଇସେନ୍ସ ରଦ୍ଦ, ପୂର୍ବରୁ ଥିଲା ୧୦୦ ଟଙ୍କା
  • ଜରୁରୀକାଳୀନ ଗାଡ଼ିକୁ ରାସ୍ତା ନଛାଡ଼ିଲେ ୧୦ ହଜାର ଟଙ୍କା ଜୋରିମାନ, ଏହା ପ୍ରଥମ ଥର ପାଇଁ ଲାଗୁ ହୋଇଛି
  • ବିନା ବୀମାରେ ଗାଡ଼ି ଚଳାଉଥିଲେ ୨୦୦୦ ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୧୦୦୦ ଟଙ୍କା
  • ହିଟ୍ ଆଣ୍ଡ ରନ୍ କେସରେ ମୃତକଙ୍କୁ ସରକାର ଦେବେ ୨ ଲକ୍ଷ କିମ୍ୱା ଅଧିକ ଟଙ୍କା, ପୂର୍ବରୁ ଥିଲା ୨୫ ହଜାର ଟଙ୍କା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story