ବିମାନ ଦୁର୍ଘଟଣାରେ ବିନ୍ ଲାଦେନ ପରିବାରର ୩ ଜଣଙ୍କ ମୃତ୍ୟୁ

ଲଣ୍ଡନ: ମୃତ ଆତଙ୍କବାଦୀ ଓସାମା ବିନ୍ ଲାଦେନର ପରିବାରର ତିନି ଜଣ ସଦସ୍ୟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସାଉଦି ଆରବର ଏକ ଘରୋଇ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଏହି ତିନି ଜଣ ସମେତ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ହୈପଶାୟରରେ ବ୍ଲୋକବୁଶ ବିମାନ ବନ୍ଦରରେ ଏହି ଘରୋଇ ଜେଟଟି ଅବତରଣ କରୁଥିବା ବେଳେ ରନୱେ ବାହାରକୁ ଚାଲି ଯାଇ ଏକ କାରକୁ ଧକ୍କା ଦେଇଥିଲା। ଫଳରେ ଉଭୟ ବିମାନ ଓ କାର ଜଳି […]

plane

Rakesh Mallick
  • Published: Saturday, 01 August 2015
  • , Updated: 04 May 2017, 03:45 PM IST

ଲଣ୍ଡନ: ମୃତ ଆତଙ୍କବାଦୀ ଓସାମା ବିନ୍ ଲାଦେନର ପରିବାରର ତିନି ଜଣ ସଦସ୍ୟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସାଉଦି ଆରବର ଏକ ଘରୋଇ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଏହି ତିନି ଜଣ ସମେତ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ହୈପଶାୟରରେ ବ୍ଲୋକବୁଶ ବିମାନ ବନ୍ଦରରେ ଏହି ଘରୋଇ ଜେଟଟି ଅବତରଣ କରୁଥିବା ବେଳେ ରନୱେ ବାହାରକୁ ଚାଲି ଯାଇ ଏକ କାରକୁ ଧକ୍କା ଦେଇଥିଲା। ଫଳରେ ଉଭୟ ବିମାନ ଓ କାର ଜଳି ଯାଇଥିଲା। ପୋଲିସ୍ ଓ ବ୍ରିଟେନ୍ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Related story