ବିମାନ ହାଇଜାକ୍ କରିବାକୁ ଯୋଜନା କରୁଛି ଲସ୍କର-ଏ-ତୋଇବା

ଚଣ୍ଡିଗଡ: ଭାରତ ଉପରେ ଆକ୍ରମଣ କରିବାରେ ବିଫଳ ଲସ୍କର-ଏ-ତୋଇବା ଏବେ ଜମ୍ମୁ-କାଶ୍ମୀରରେ ବିମାନ ହାଇଜାକ୍ କରିବାକୁ ଯୋଜନା କରିଥିବା ଜଣାପଡିଛି। ମାନବ ବୋମା ଦ୍ୱାରା ବିମାନ ହାଇଜାକ୍ କରିବା କିମ୍ୱା ଜମ୍ମୁ-କଶ୍ମୀର ଘାଟିରେ ଆତ୍ମଘାତୀ ଆକ୍ରମଣ କରିବା ଯୋଜନା ଚଳାଇଛି ଲସ୍କର-ଏ-ତୋଇବା।ଏହି ଆକ୍ରମଣ ପଛରେ ଉଦ୍ଦେଶ୍ୟ ରହିଛି, ଜେଲରେ ଥିବା ୨୦ ଆତଙ୍କୀକୁ ମୁକ୍ତ କରିବା। ଏହି ଘଟଣା ଜଣାପଡିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଜମ୍ମୁ-କାଶ୍ମୀର ସରକାରଙ୍କ ସହ ଆଲୋଚନା କରି ବିମାନ ବନ୍ଦରର […]

lashkar-s

Rakesh Mallick
  • Published: Monday, 10 August 2015
  • , Updated: 10 August 2015, 09:32 AM IST

ଚଣ୍ଡିଗଡ: ଭାରତ ଉପରେ ଆକ୍ରମଣ କରିବାରେ ବିଫଳ ଲସ୍କର-ଏ-ତୋଇବା ଏବେ ଜମ୍ମୁ-କାଶ୍ମୀରରେ ବିମାନ ହାଇଜାକ୍ କରିବାକୁ ଯୋଜନା କରିଥିବା ଜଣାପଡିଛି। ମାନବ ବୋମା ଦ୍ୱାରା ବିମାନ ହାଇଜାକ୍ କରିବା କିମ୍ୱା ଜମ୍ମୁ-କଶ୍ମୀର ଘାଟିରେ ଆତ୍ମଘାତୀ ଆକ୍ରମଣ କରିବା ଯୋଜନା ଚଳାଇଛି ଲସ୍କର-ଏ-ତୋଇବା।ଏହି ଆକ୍ରମଣ ପଛରେ ଉଦ୍ଦେଶ୍ୟ ରହିଛି, ଜେଲରେ ଥିବା ୨୦ ଆତଙ୍କୀକୁ ମୁକ୍ତ କରିବା।

ଏହି ଘଟଣା ଜଣାପଡିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଜମ୍ମୁ-କାଶ୍ମୀର ସରକାରଙ୍କ ସହ ଆଲୋଚନା କରି ବିମାନ ବନ୍ଦରର ସୁରକ୍ଷା ବ୍ୟସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଗଷ୍ଟ୫ରେ ଜମ୍ମୁ-କାଶ୍ମୀରରେ ବିଏସଏଫର ବସ୍ ଓ ଜୁଲାଇ ୨୭ ରେ ପଞ୍ଜାବର ଦୀନାନଗରରେ ବସ୍ ଅପହରଣ କରିବାରେ ବିଫଳ ହୋଇଥିଲା।

Related story