ଅଲୱାର: ରାଜସ୍ଥାନର ଅଲୱାର ସାଂସଦ ମହନ୍ତ ବାଲାକଣ୍ଠ ଆଜି ଏକ ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତ ଯାଇଛନ୍ତି। ଅଲୱାରର ହେଲିପ୍ୟାଡ୍ରୁ ମହନ୍ତ ବସିଥିବା ହେଲିକପ୍ଟରଟି ଉଡ଼ାଣ ଭରିଥିଲା। ତେବେ ଉଡ଼ାଣର ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇଲଟ୍ ଜଣଙ୍କ ହେଲିକପ୍ଟର ଉପରୁ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ବିମାନଟି ତଳକୁ ଖସିବା ଆରମ୍ଭ ହୋଇଥିଲା।
ଏହାଦେଖି ସେଠାରେ ଉପସ୍ଥିତ ଥିବା ବିଧାୟକଙ୍କ ସମର୍ଥକମାନେ ଚିତ୍କାର କରିବା ଆରମ୍ଭ କରିଥିଲେ। ତେବେ ବିମାନଟି ତଳେ ପଡ଼ିବା ଆଗରୁ ପାଇଲଟ୍ ଜଣଙ୍କ ପୁଣିଥରେ ଏହାକୁ ନିୟନ୍ତ୍ରଣ କରି ନେଇଥିଲେ।
ଦେଖନ୍ତୁ ଭିଡିଓ
https://twitter.com/i/status/1145223734070059008
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ପାର୍କିଂ ହୋଇଥିବା ଟ୍ରକକୁ ଧକ୍କା ଦେଲା ବସ୍; ୩ ମୃତ, ୪ ଗୁରୁତର
ଭୋଅର ୫ଟା ସମୟରେ ବସ୍ ଡ୍ରାଇଭର ଏକ ଟ୍ରକକୁ ଧକ୍କା ଦେଇଥିଲେ।
National
ପ୍ରଚାର କରିବାକୁ ଯାଇଥିଲେ ପ୍ରିୟଙ୍କା, ଲ୍ୟାଣ୍ଡ କରିପାରିଲାନି ହେଲିକପ୍ଟର
କଠୁଆ ଜିଲ୍ଲାର ବିଲାଓ୍ଵାର ନିର୍ବାଚନ ମଣ୍ଡଳୀରେ ହେଲିକପ୍ଟର ଅବତରଣ କରାଇବାରେ ପ୍ରଶାସନ ସାହାଯ୍ୟ କରୁନଥିବା ଏବଂ ତାଙ୍କ ପ୍ରଚାରରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିବା ଶନିବାର କଂଗ୍ରେସ ଅଭିଯୋଗ କରିଛି।
National
ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ
ଡିଏମକେ ନେତୃତ୍ୱାଧୀନ ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।
National
ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ସଫା, ହେଡ୍ କନଷ୍ଟେବଳ ସହିଦ
ଘଟଣାରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ଡେପୁଟୀ ଏସପି ଆହତ ହୋଇଛନ୍ତି। ଉଭୟଙ୍କ ଦେହରେ ଗୁଳି ବାଜିଛି।