'ଇସ୍ତଫା ଦେଇଥିବା ବିଧାୟକ ଭିସ୍ତାରା ବିମାନରେ ଯାଇଥିଲେ କଣ ରତନ ଟାଟା ଦାୟୀ ହୋଇଥାନ୍ତେ?'

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଇସ୍ତଫା ଦେଇଥିବା କଂଗ୍ରେସ-ଜେଡିଏସର ୧୧ ବିଧାୟକଙ୍କୁ ଶନିବାର ମୁମ୍ୱାଇକୁ ନେବା ପଛରେ ବିଜେପିର ହାତ ରହିଛି। କଂଗ୍ରେସ-ଜେଡିଏସ ଏଭଳି ଅଭିଯୋଗ ଆଣିବା ପରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକା ବିଜେପିର ରାଜ୍ୟସଭା ସାଂସଦ ରାଜୀବ କୁମାର। ସେ କହିଛନ୍ତି ଯେଉଁ ବିମାନରେ ଇସ୍ତଫା ଦେଇଥିବା ବିଧାୟକମାନେ ମୁମ୍ୱାଇ ଯାଇଛନ୍ତି ସେହି ବିମାନ କମ୍ପାନୀ ଜୁପିଟର କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ ଅଧିନରେ ରହିଛି। ଏହି ସଂସ୍ଥାର ସେ ପ୍ରତିଷ୍ଠାତା। ଏହାର ଅର୍ଥ ନୁହେଁ ଯୋ ବିଧାୟକ ମାନେ […]

RAJEEV CHANDRA SEKHAR

RAJEEV CHANDRA SEKHAR

Subhransu Sekhar
  • Published: Wednesday, 10 July 2019
  • Updated: 10 July 2019, 04:32 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଇସ୍ତଫା ଦେଇଥିବା କଂଗ୍ରେସ-ଜେଡିଏସର ୧୧ ବିଧାୟକଙ୍କୁ ଶନିବାର ମୁମ୍ୱାଇକୁ ନେବା ପଛରେ ବିଜେପିର ହାତ ରହିଛି। କଂଗ୍ରେସ-ଜେଡିଏସ ଏଭଳି ଅଭିଯୋଗ ଆଣିବା ପରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକା ବିଜେପିର ରାଜ୍ୟସଭା ସାଂସଦ ରାଜୀବ କୁମାର।

ସେ କହିଛନ୍ତି ଯେଉଁ ବିମାନରେ ଇସ୍ତଫା ଦେଇଥିବା ବିଧାୟକମାନେ ମୁମ୍ୱାଇ ଯାଇଛନ୍ତି ସେହି ବିମାନ କମ୍ପାନୀ ଜୁପିଟର କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ ଅଧିନରେ ରହିଛି। ଏହି ସଂସ୍ଥାର ସେ ପ୍ରତିଷ୍ଠାତା। ଏହାର ଅର୍ଥ ନୁହେଁ ଯୋ ବିଧାୟକ ମାନେ ଯିବା ପଛରେ ବିଜେପିର ହାତ ରହିଛି। କଂଗ୍ରେସ ନେତା ବିମାନକୁ ନେଇ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଭିତ୍ତିହୀନ ବୋଲି ସେ କହିଛନ୍ତି।

ଯଦି ବିଧାୟକମାନେ ଟାଟା କମ୍ପାନୀ ଅଧୀନରେ ଥିବା ଭିସ୍ତାରା ବିମାନରେ ଯାଇଥାନ୍ତେ, ତାହେଲେ ଟାଟା କମ୍ପାନୀର ପ୍ରତିଷ୍ଠାତା ରତନ ଟାଟା ହୋଇଥାନ୍ତେ କି ବୋଲି ସାଂସଦ ରାଜୀବ ଚନ୍ଦ୍ରଶେଖର ପ୍ରଶ୍ନ କରିଛନ୍ତି। ଯେଉଁ ବିମାନରେ ବିଧାୟକ ମାନେ ମୁମ୍ୱାଇ ଯାଇଛନ୍ତି ତାହା ଏକ ଚାଟାର୍ର୍ଡ ବିମାନ। ପୂର୍ବରୁ ଏହି ବିମାନକୁ କଂଗ୍ରେସ ସାଂସଦ ଓ ବିଧାୟକ ମାନେ ବ୍ୟବହାର କରୁଥିଲେ ବୋଲି ସେ କହିଛନ୍ତି।

ମେଣ୍ଟ ସରକାରର ନେତୃତ୍ୱ ନେଇ ଅସନ୍ତୋଷ ପ୍ରକାଶ କରି ବିଧାୟକମାନେ ଇସ୍ତଫା ଦେଇଛନ୍ତି। ଦୋଷ ଲୁଚାଇ ବିଜେପିକୁ ବଦନାମ କରିବା କଂଗ୍ରେସ-ଜେଡିଏସର ମୂଳ ଲକ୍ଷ୍ୟ ବୋଲି ରାଜୀବ କହିଛନ୍ତି। ସୁପ୍ରିମକୋର୍ଟ ଆଗାମୀ ଦିନରେ ଏହି ମାମଲାର ସମାଧାନ କରିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story