ମୁମ୍ୱାଇ ପୁଲିସର କାର୍ଯ୍ୟଶୈଳୀକୁ ବିରୋଧ, ଧାରଣାରେ ମଦନ ଶର୍ମାଙ୍କ ଝିଅ

ମୁମ୍ୱାଇ: ମହାରାଷ୍ଟ୍ର ପୁଲିସର ଶିବସେନା ନେତାଙ୍କ ପ୍ରତି ନରମ ମନୋଭାବ ଦେଖାଉଛି। ବିଜେପି ଏଭଳି ଅଭିଯୋଗ କରିଛି। ଶୁକ୍ରବାର ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କୁ ଶିବସେନାର ଛଅ ଜଣ କର୍ମୀ ଆକ୍ରମଣ କରିଥିଲେ। ଆଜି ସେମାନେ ସମସ୍ତେ ଜାମିନରେ ମୁକୁଳିଛନ୍ତି। ଏହାପରେ ମୁମ୍ୱାଇ ପୁଲିସ ଏବଂ ସରକାରକୁ ଘେରିଛି ବିଜେପି। ମୁମ୍ୱାଇ ପୁଲିସର ଏଭଳି ନୀତିକୁ ବିରୋଧ କରି ଧାରାଣାରେ ବସିଛନ୍ତି ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ଝିଅ ଡାକ୍ତର ଶୀଲା […]

bjp_protest

bjp_protest

Subhransu Sekhar
  • Published: Saturday, 12 September 2020
  • Updated: 12 September 2020, 05:15 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ର ପୁଲିସର ଶିବସେନା ନେତାଙ୍କ ପ୍ରତି ନରମ ମନୋଭାବ ଦେଖାଉଛି। ବିଜେପି ଏଭଳି ଅଭିଯୋଗ କରିଛି। ଶୁକ୍ରବାର ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କୁ ଶିବସେନାର ଛଅ ଜଣ କର୍ମୀ ଆକ୍ରମଣ କରିଥିଲେ। ଆଜି ସେମାନେ ସମସ୍ତେ ଜାମିନରେ ମୁକୁଳିଛନ୍ତି। ଏହାପରେ ମୁମ୍ୱାଇ ପୁଲିସ ଏବଂ ସରକାରକୁ ଘେରିଛି ବିଜେପି।

ମୁମ୍ୱାଇ ପୁଲିସର ଏଭଳି ନୀତିକୁ ବିରୋଧ କରି ଧାରାଣାରେ ବସିଛନ୍ତି ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ଝିଅ ଡାକ୍ତର ଶୀଲା ଶର୍ମା। ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ଲୋକ ଏବଂ ବିଜେପି ନେତା। ମୁମ୍ୱାଇ ପୁଲିସ ଶାସକ ଦଳ ନେତାଙ୍କ ବିରୋଧରେ ଦୁର୍ବଳ ଦଫା ଲଗାଇବାରୁ କୋର୍ଟକୁ ନଯାଇ ପୁଲିସ ଷ୍ଟେସନରୁ ଜାମିନ୍ ପାଇଛନ୍ତି ବୋଲି ଶୀଲା ଶର୍ମା ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଏକ କାର୍ଟୁନ ଫୋଟକୁ ହ୍ୱାଟସଆପରେ ମଦନ ଶର୍ମା ଶେୟାର କରିଥିଲେ। ଏହାପରେ ଶିବସେନା ନେତା ଫୋନ୍ କରି ଧମକ ଦେଇଥିଲେ। ପରେ ମଦନ ଶର୍ମାଙ୍କ ଘରକୁ ଆସି ତାଙ୍କୁ ଆଠ ଜଣ ଶିବସେନା କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାର ସିସିଟିଭି ଭିଜୁଆଲ ପୁଲିସକୁ ଦେଇଛନ୍ତି ଆକ୍ରମଣକାରୀ। ଏଥିସହିତ ଶିବସେନା ନେତା କମଲେଶ କଦମଙ୍କ ସମେତ ଛଅ ଜଣଙ୍କ ନାମରେ ଏତଲା ଦେଇଥିଲେ ମଦନ ଶର୍ମା।

ଏହି ଘଟଣାରେ ଏଫ୍ଆଇଆର୍ ଦାୟର ହେବା ପରେ ମୁମ୍ୱାଇ ପୁଲିସ ଏମାନଙ୍କୁ ଗିରଫ କରିଥିଲା। ଆଜି ସକାଳେ କିନ୍ତୁ ଛଅ ଜଣଙ୍କୁ ପୁଲିସ ଜାମିନରେ ଛାଡ଼ିଥିଲା।

ବିଜେପି ନେତା ତମାଲ କହିଛନ୍ତି, ଧାରା 326 ପୁଲିସ ଲଗାଇବାର ଥିଲା। ଏହି ଦଫା ଲଗାଇଲେ ସହଜରେ ଜାମିନ୍ ମିଳେନାହିଁ। ଯେଉଁଭଳି ଆକ୍ରମଣ କରିଛନ୍ତି ଶିବସେନା ନେତା ତାହା ଅତ୍ୟନ୍ତ ନିନ୍ଦନୀୟ। କ୍ଷମାଯୋଗ୍ୟ ନୁହେଁ। ପୁଲିସ ଜାଣିଶୁଣି ଏହି ଦଫା ଲଗାଇଛି।

ମୁମ୍ବାଇ ପୁଲିସ ଆଇପିସି ଧାରା 325 ଲଗାଇଛି। ଯାହାକି ଏହି ମାମଲାରେ ଲଗାଇବା ଠିକ୍ ନୁହେଁ। ଏବେ ଅଭିଯୁକ୍ତମାନେ ମୁକ୍ତ ଭାବରେ ବୁଲୁଛନ୍ତି କିନ୍ତୁ ଅବସରପ୍ରାପ୍ତ ଅଧିକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story