ଚଳିତ ବର୍ଷ ବିଜେପିର ସବୁଠାରୁ ଅଧିକ ଆୟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ୨୦୧୭-୧୮ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ଧନୀଶାଳୀ ରାଜନୀତିକ ଦଳ ହେବାର ରେକର୍ଡ କରିଛି। ୭ଟି ଜାତୀୟ ଦଳରୁ ୬ଟିର (ବିଜେପି, କଂଗ୍ରେସ, ସିପିଏମ୍‌, ବିଏସ୍‌ପି, ଏନ୍‌ସିପି ଏବଂ ଏଆଇଟିସି) ମୋଟ ଆୟ ୧,୧୯୮.୭୫ କୋଟି ଟଙ୍କା ହୋଇଥିବାବେଳେ କେବଳ ବିଜେପିର ଆୟ ୧,୦୨୭.୩୩୯ କୋଟି ଟଙ୍କା। ଅର୍ଥାତ୍‌ ବିଜେପିର ଆୟ ମୋଟ ଆୟର ୮୫.୭୦% ବୋଲି ଜଣାଯାଇଛି। ଏମଧ୍ୟରୁ କେବଳ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସୂତ୍ରରୁ ବିଜେପି ପାଇଥିବା […]

bjp

bjp

Subrat Kumar Nayak
  • Published: Tuesday, 18 December 2018
  • Updated: 18 December 2018, 02:40 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ୨୦୧୭-୧୮ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ଧନୀଶାଳୀ ରାଜନୀତିକ ଦଳ ହେବାର ରେକର୍ଡ କରିଛି।

୭ଟି ଜାତୀୟ ଦଳରୁ ୬ଟିର (ବିଜେପି, କଂଗ୍ରେସ, ସିପିଏମ୍‌, ବିଏସ୍‌ପି, ଏନ୍‌ସିପି ଏବଂ ଏଆଇଟିସି) ମୋଟ ଆୟ ୧,୧୯୮.୭୫ କୋଟି ଟଙ୍କା ହୋଇଥିବାବେଳେ କେବଳ ବିଜେପିର ଆୟ ୧,୦୨୭.୩୩୯ କୋଟି ଟଙ୍କା। ଅର୍ଥାତ୍‌ ବିଜେପିର ଆୟ ମୋଟ ଆୟର ୮୫.୭୦% ବୋଲି ଜଣାଯାଇଛି।

ଏମଧ୍ୟରୁ କେବଳ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସୂତ୍ରରୁ ବିଜେପି ପାଇଥିବା ୨୧୦ କୋଟି ହେଉଛି ମୋଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ଅର୍ଥର ୯୫%। ଏଥିରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ସ୍ୱତଃପ୍ରବୃତ ଭାବରେ ବିଜେପିକୁ ଆସିଥିବା ଦାନର ପରିମାଣ ୯୮୯.୭ କୋଟି ଟଙ୍କା।

ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ର ଅନୁଶୀଳନରୁ ଆହୁରି ମଧ୍ୟ ଜଣାଯାଇଛି ଯେ, ଏନ୍‌ସିପି ଏକମାତ୍ର ଦଳ ଯାହାକି ଆୟଠାରୁ ଅଧିକ ଖର୍ଚ୍ଚ କରିଛି। ଏନ୍‌ସିପି ଏହି ବର୍ଷ ୮.୧୫ କୋଟି ଟଙ୍କା ଆୟ କରିଥିବାବେଳେ ୮.୮୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଅର୍ଥାତ ଆୟଠାରୁ ୬୯ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିଛି।

ପୂର୍ବ ଆର୍ଥିକ ବର୍ଷ ତୁଳନାରେ ବିଜେପିର ଆୟ ୦.୬୭% ବୃଦ୍ଧି ପାଇଛି। ବିଜେପିର ଆୟ ୨୦୧୬-୧୭ରେ ୧୦୨୭.୩୪ କୋଟି ଟଙ୍କା ଥିଲା, ଯେଉଁଥିରେ ଚଳିତ ବର୍ଷ ୬.୯୩ କୋଟି ବୃଦ୍ଧି ପାଇ ୧୦୩୪.୨୭ରେ ପହଞ୍ଚିଛି। ଯଦିଓ ଅକ୍ଟୋବର ୩୦ ଡେଡ୍‌ଲାଇନ୍‌ ସରିଯାଇଛି କଂଗ୍ରେସ ବର୍ତ୍ତମାନସୁଦ୍ଧା ଏହାର ରିପୋର୍ଟ ଦାଖଲ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story