ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କୁ ଅଲକାଏଦାର ହତ୍ୟା ଧମକ

ନୂଆଦିଲ୍ଲୀ: ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କୁ ଆତଙ୍କବାଦୀ ସଂଗଠନ ପକ୍ଷରୁ ହତ୍ୟା ଧମକ ମିଳିଛି। ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଏପରି ଧମକ ଦେଇଥିବା ସେ କହିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ସେ କହିଛନ୍ତି । ତେବେ ଏହି ଘଟଣାରେ କୌଣସି ମାମଲା ଦାୟର କରାଯାଇ ନାହିଁ।

sakhi

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 08:09 AM IST

Related story