୧୨୦ ଫୁଟ ଉଚ୍ଚରୁ ମିଳିଲା ଯୁବତୀଙ୍କ ମୃତଦେହ

ନୋଏଡା: ଜଣେ ୧୯ ବର୍ଷୀୟ ଯୁବତୀଙ୍କ ମୃତଦେହ ୧୨୦ ଫୁଟ ଉଚ୍ଚରୁ ଠାବ କରାଯାଇଛି। ମୃତଦେହଟି ଦୁଇଟି ବଡ଼ ବଡ଼ ବିଲ୍‌ଡିଂ ମଝିରେ ଥିବା ୧.୫ ଫୁଟ ଫାଙ୍କରେ ଫସି ରହିଥିଲା। ପୁଲିସ୍‌ ମୃତଦେହକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନୋଏଡାର ସେକ୍ଟର ୭୬ରେ ଥିବା ଆପ୍ରପଲ୍ଲୀ ସିଲିକନ୍‌ ସୋସାଇଟ୍‌ ପକ୍ଷରୁ ପ୍ରଥମେ ଏ ସମ୍ପର୍କରେ ପୁଲିସ୍‌କୁ ଅବଗତ କରାଯାଇଥିଲା। ପୁଲିସ୍‌ ମୃତଦେକୁ ଉଦ୍ଧାର କରିବାକୁ ଚେଷ୍ଟା […]

ww

ww

Hemant Lenka
  • Published: Wednesday, 03 July 2019
  • Updated: 03 July 2019, 12:51 PM IST

Sports

Latest News

ନୋଏଡା: ଜଣେ ୧୯ ବର୍ଷୀୟ ଯୁବତୀଙ୍କ ମୃତଦେହ ୧୨୦ ଫୁଟ ଉଚ୍ଚରୁ ଠାବ କରାଯାଇଛି। ମୃତଦେହଟି ଦୁଇଟି ବଡ଼ ବଡ଼ ବିଲ୍‌ଡିଂ ମଝିରେ ଥିବା ୧.୫ ଫୁଟ ଫାଙ୍କରେ ଫସି ରହିଥିଲା। ପୁଲିସ୍‌ ମୃତଦେହକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ନୋଏଡାର ସେକ୍ଟର ୭୬ରେ ଥିବା ଆପ୍ରପଲ୍ଲୀ ସିଲିକନ୍‌ ସୋସାଇଟ୍‌ ପକ୍ଷରୁ ପ୍ରଥମେ ଏ ସମ୍ପର୍କରେ ପୁଲିସ୍‌କୁ ଅବଗତ କରାଯାଇଥିଲା। ପୁଲିସ୍‌ ମୃତଦେକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲା। ଶେଷରେ ଏନ୍‌ଡିଆରଏଫ୍‌ ଟିମ୍‌ ଦୀର୍ଘ ସମୟ ଧରି ଉଦ୍ୟମ କରିବା ପରେ ମୃତଦେହକୁ ସେଠାରୁ ତଳକୁ ଆଣିଥିଲେ।

ଯୁବତୀଙ୍କ ଘର ବିହାରର କଟିହାର ଜିଲ୍ଲାରେ। ସେ ଏଠାରେ ଥିବା ଜଣଙ୍କ ଘରେ କାମ କରୁଥିଲେ। ତେବେ ଜୁନ୍‌ ୨୮ ତାରିଖରୁ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଯୁବତୀ ଜଣଙ୍କ ଯେଉଁ ଦମ୍ପତିଙ୍କ ଘରେ କାମ କରୁଥିଲେ, ସେମାନେ ବ୍ୟକ୍ତିଗତ କାମ ପାଇଁ ଗୁରୁଗ୍ରାମ ଯାଇଥିଲେ। ତେବେ ସେମାନେ ସେଠାରୁ ଫେରି ଶବକୁ ଚିହ୍ନଟ କରିଛନ୍ତି। ମୃତଦେହଟି ନଷ୍ଟ ହେବାକୁ ବସିଥିବା ବେଳେ ଶରୀରରେ କ୍ଷତ ଚିହ୍ନଥିବା ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story