ଆଉ ଗୋଟିଏ ଦେଶର ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ

ଲା ପାଜ(ବୋଲିଭିୟା): ମହାମାରୀ କରୋନା ଭାଇରସ ଏବେ ଆହୁରି ଭୟଙ୍କର ହେବାରେ ଲାଗିଛି। ବ୍ରାଜିଲ ପରେ ଏବେ ବୋଲିଭିୟାର ଅନ୍ତରୀଣ ରାଷ୍ଟ୍ରପତି ଜୀନିନ ଆଞ୍ଜ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତଥାପି ମୁଁ ସୁସ୍ଥ ରହିଛି ଓ ଘରେ ଆଇସୋଲେସନରେ ରହିବି। ହେଲେ ପୂର୍ବଭଳି ମୁଁ ମୋର ଅଫିସ କାମ କରିବି।” ୫୩ […]

b

b

Hemant Lenka
  • Published: Friday, 10 July 2020
  • Updated: 10 July 2020, 09:03 AM IST

Sports

Latest News

ଲା ପାଜ(ବୋଲିଭିୟା): ମହାମାରୀ କରୋନା ଭାଇରସ ଏବେ ଆହୁରି ଭୟଙ୍କର ହେବାରେ ଲାଗିଛି। ବ୍ରାଜିଲ ପରେ ଏବେ ବୋଲିଭିୟାର ଅନ୍ତରୀଣ ରାଷ୍ଟ୍ରପତି ଜୀନିନ ଆଞ୍ଜ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତଥାପି ମୁଁ ସୁସ୍ଥ ରହିଛି ଓ ଘରେ ଆଇସୋଲେସନରେ ରହିବି। ହେଲେ ପୂର୍ବଭଳି ମୁଁ ମୋର ଅଫିସ କାମ କରିବି।”

୫୩ ବର୍ଷୀୟ ଆଞ୍ଜ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଦ୍ୱିତୀୟ ଥର କରୋନା ଟେଷ୍ଟ କରାଇବେ। ଆଞ୍ଜ ହେଉଛନ୍ତି ଦକ୍ଷିଣ ଆମେରିକାନ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଯିଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏହାପୂର୍ବରୁ ମଙ୍ଗଳବାର ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ବୋଲିଭିୟାରେ ଏଯାଏ ୪୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୫ ଶହ ଲୋକଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story