ଥାଇଲାଣ୍ଡର ରିସର୍ଟରେ ୨ଟି ବୋମା ବିସ୍ଫୋରଣ: ୪ମୃତ, ୨୧ ଆହତ

ବ୍ୟାକଂ: ଥାଇଲାଣ୍ଡର ହୁଆ ହିନ୍‌ର ଏକ ରିସର୍ଟରେ ଗୁରୁବାର ବିଳମ୍ୱିତ ରାତିରେ  ଦୁଇଟି ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୨୧ ଜଣ ଆହତ ହୋଇଛନ୍ତି। ପୋଲିସ୍‌ର କହିବାନୁସାରେ,“ବୋମାଟିକୁ ଫୁଲକାଣ୍ଡରେ ଲୁଚାଇ ରଖାଯାଇଥିଲା। ଅଧଘଣ୍ଟା ବ୍ୟବଧାନରେ ମୋବାଇଲ୍‌ ଦ୍ୱାରା ବିସ୍ଫୋରଣ କରାଯାଇଛି।” ଥାଇଲାଣ୍ଡର ଦକ୍ଷିଣାଞ୍ଚଳ ଉଗ୍ରବାଦୀଙ୍କ ଆଡ୍ଡାସ୍ଥଳ ହୋଇଥିବାରୁ ଏଠାରେ ବୋମା ବିସ୍ଫୋରଣ ଏକ ସାଧାରଣ କଥାରେ ପରିଣତ ହୋଇଛି।

thailand

Rakesh Mallick
  • Published: Friday, 12 August 2016
  • , Updated: 04 May 2017, 03:44 PM IST

ବ୍ୟାକଂ: ଥାଇଲାଣ୍ଡର ହୁଆ ହିନ୍‌ର ଏକ ରିସର୍ଟରେ ଗୁରୁବାର ବିଳମ୍ୱିତ ରାତିରେ  ଦୁଇଟି ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୨୧ ଜଣ ଆହତ ହୋଇଛନ୍ତି।

ପୋଲିସ୍‌ର କହିବାନୁସାରେ,“ବୋମାଟିକୁ ଫୁଲକାଣ୍ଡରେ ଲୁଚାଇ ରଖାଯାଇଥିଲା। ଅଧଘଣ୍ଟା ବ୍ୟବଧାନରେ ମୋବାଇଲ୍‌ ଦ୍ୱାରା ବିସ୍ଫୋରଣ କରାଯାଇଛି।”

ଥାଇଲାଣ୍ଡର ଦକ୍ଷିଣାଞ୍ଚଳ ଉଗ୍ରବାଦୀଙ୍କ ଆଡ୍ଡାସ୍ଥଳ ହୋଇଥିବାରୁ ଏଠାରେ ବୋମା ବିସ୍ଫୋରଣ ଏକ ସାଧାରଣ କଥାରେ ପରିଣତ ହୋଇଛି।

Related story