ବିଏସଏଫ୍ ଗୁଳିରେ ୪ ସ୍ମଗ୍ଲର  ମୃତ, ୧୦ କିଲୋ ହେରୋଇନ୍ ଜବତ

ଚଣ୍ଡିଗଡ: ଭାରତ-ପାକିସ୍ତାନ ସୀମାରେ ପଞ୍ଜାବର ଖେମକରଣ ସେକ୍ଟର ନିକଟରେ ୪ ଜଣ ଅନ୍ତର୍ଜାତୀୟ ସ୍ମଗ୍ଲରଙ୍କୁ ବିଏସ୍‌ଏଫ ଯବାନ ଗୁଳି କରି ହତ୍ୟା କରିଛନ୍ତି। ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ୧୦ଟି ପ୍ୟାକେଟ୍ ହେରୋଇନ୍ ଜବତ କରାଯାଇଛି। ଜବତ ହେରୋଇନର ଓଜନ ପ୍ରାୟ ୧୦ କିଲୋ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ କରାଯାଉଛୁ। ବିଏସ୍ଏଫ୍ ଆଇଜି ଅନୀଲ୍ ପାଲିବାଲ୍ କହିଛନ୍ତି, ମୃତ ୪ ସ୍ମଗ୍ଲରଙ୍କ ମଧ୍ୟରୁ ଦୁଇ ପାକିସ୍ତାନୀ ହୋଇଥିବା ବେଳେ ଆଉ ଦୁଇଜଣ ଭାରତୀୟ।

Indian army

Rakesh Mallick
  • Published: Sunday, 07 February 2016
  • , Updated: 07 February 2016, 09:13 AM IST

ଚଣ୍ଡିଗଡ: ଭାରତ-ପାକିସ୍ତାନ ସୀମାରେ ପଞ୍ଜାବର ଖେମକରଣ ସେକ୍ଟର ନିକଟରେ ୪ ଜଣ ଅନ୍ତର୍ଜାତୀୟ ସ୍ମଗ୍ଲରଙ୍କୁ ବିଏସ୍‌ଏଫ ଯବାନ ଗୁଳି କରି ହତ୍ୟା କରିଛନ୍ତି। ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ୧୦ଟି ପ୍ୟାକେଟ୍ ହେରୋଇନ୍ ଜବତ କରାଯାଇଛି। ଜବତ ହେରୋଇନର ଓଜନ ପ୍ରାୟ ୧୦ କିଲୋ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ କରାଯାଉଛୁ।

ବିଏସ୍ଏଫ୍ ଆଇଜି ଅନୀଲ୍ ପାଲିବାଲ୍ କହିଛନ୍ତି, ମୃତ ୪ ସ୍ମଗ୍ଲରଙ୍କ ମଧ୍ୟରୁ ଦୁଇ ପାକିସ୍ତାନୀ ହୋଇଥିବା ବେଳେ ଆଉ ଦୁଇଜଣ ଭାରତୀୟ।

Related story