ଖୋଲୁଛି ଗୁମର: ୧୧ ଜଣଙ୍କ ଆତ୍ମହତ୍ୟା ପଛରେ ରହିଛି ମହିଳା ତାନ୍ତ୍ରିକଙ୍କ ହାତ?

ନୂଆଦିଲ୍ଲୀ: ଦିଲ୍ଳୀ ବୁରାଡ଼ି ଗଣ ଆତ୍ମହତ୍ୟା ମାମଲାରେ ଆସିଛି ନୂଆ ମୋଡ଼। ଆତ୍ମହତ୍ୟା ପଛରେ ଜଣେ ମହିଳା ତାନ୍ତ୍ରିକ ସଂପୃକ୍ତ ଅଛନ୍ତି ବୋଲି ତଦନ୍ତରୁ ଜଣାପଡ଼ିଛି। ତାଙ୍କ ନାଁ ଗୀତା ମାତା। ଏହି ମହିଳା ତାନ୍ତ୍ରିକଙ୍କୁ ଗିରଫ କରାଯାଇଛି। ଆତ୍ମହତ୍ୟା କରିଥିବା ଭାଟିଆ ପରିବାରରେ ଗୀତା ମାତାଙ୍କ ଭୂମିକାକୁ ନେଇ ତଦନ୍ତ ଜୋର୍‌ଦାର୍ କରିଛି ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ। ଏବେ କଲ୍ ରେକର୍ଡ ଓ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି। ଅନ୍ୟପଟେ ମୃତଦେହର ସାଇକୋଲଜିକାଲ୍ ଅଟୋପ୍‌ସି କରାଯିବା […]

p-33

p-33

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 07:17 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଳୀ ବୁରାଡ଼ି ଗଣ ଆତ୍ମହତ୍ୟା ମାମଲାରେ ଆସିଛି ନୂଆ ମୋଡ଼। ଆତ୍ମହତ୍ୟା ପଛରେ ଜଣେ ମହିଳା ତାନ୍ତ୍ରିକ ସଂପୃକ୍ତ ଅଛନ୍ତି ବୋଲି ତଦନ୍ତରୁ ଜଣାପଡ଼ିଛି। ତାଙ୍କ ନାଁ ଗୀତା ମାତା। ଏହି ମହିଳା ତାନ୍ତ୍ରିକଙ୍କୁ ଗିରଫ କରାଯାଇଛି। ଆତ୍ମହତ୍ୟା କରିଥିବା ଭାଟିଆ ପରିବାରରେ ଗୀତା ମାତାଙ୍କ ଭୂମିକାକୁ ନେଇ ତଦନ୍ତ ଜୋର୍‌ଦାର୍ କରିଛି ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ। ଏବେ କଲ୍ ରେକର୍ଡ ଓ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି। ଅନ୍ୟପଟେ ମୃତଦେହର ସାଇକୋଲଜିକାଲ୍ ଅଟୋପ୍‌ସି କରାଯିବା ନେଇ ପ୍ରସ୍ତୁତ ହେଉଛି କ୍ରାଇମ୍‌ ବ୍ରାଞ୍ଚ।

ପୋଲିସର ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ତାନ୍ତ୍ରିକ ଗୀତାମାତାଙ୍କ ଈସାରାରେ ହିଁ ଭାଟିଆ ପରିବାର ନିଜ ଘରର କାୟା ବଦଳାଇଥିଲେ। ଘରର ୧୧ଟି ପାଇପ୍, ୧୧ଟି ଝରକା, ୧୧ଟି ରେଲିଂ ଭଳି ନିର୍ମାଣ ଗୀତାମାତାଙ୍କ ଈସାରାରେ ହିଁ ହୋଇଥିଲା। କୁହାଯାଉଛି, ଭାଟିଆ ପରିବାରରେ ଏହି ଗୀତାମାତାଙ୍କର ଖୁବ୍ ପ୍ରଭାବ ଥିଲା। ଘରର ବିଭିନ୍ନ ନିଷ୍ପତ୍ତିରେ ପରିବାର ଲୋକେ ତାଙ୍କ ପରାମର୍ଶ ନେଉଥିଲେ। ସେହିପରି ଭାଟିଆ ପରିବାରରେ ହେଉଥିବା ବିଭିନ୍ନ ପୂଜାର୍ଚ୍ଚନା ଏହି ମହିଳାଙ୍କ ନିର୍ଦ୍ଦେଶରେ ହିଁ ହେଉଥିଲା। ସମସ୍ତେ ଆତ୍ମହତ୍ୟା କରିବାର ପୂର୍ବଦିନ ବି ଏହି ପରିବାରର ଲଲିତ ଭାଟିଆ ନାମକ ବ୍ୟକ୍ତି ଗୀତା ସହ ଫୋନ୍‌ରେ କଥା ହୋଇଥିଲେ। ଉଭୟଙ୍କ ମଧ୍ୟରେ ବେଶ୍‌ କିଛି ସମୟ କଥାବାର୍ତ୍ତା ହୋଇଥିବା କଲ୍ ରେକର୍ଡରୁ ତଥ୍ୟ ପାଇଛି କ୍ରାଇମ୍‌ ବ୍ରାଞ୍ଚ।

ତେବେ ମାମଲାରେ ନିଜକୁ ଦୂରେଇ ରଖିଛନ୍ତି ଗୀତା ମାତା। ଲଳିତ ଭାଟିଆଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି। ଗୀତାମାତା ହେଉଛନ୍ତି, ଲଳିତ ଭାଟିଆଙ୍କ ସନ୍ଥନଗର ଘରର ନିର୍ମାଣ କାମ ଠିକା ନେଇଥିବା କୁଅଁର ପାଳଙ୍କ ଝିଅ। ସେପଟେ ଘଟଣା ଉପରୁ ପୂରା ପରଦା ହଟାଇବା ପାଇଁ ଆଉ ପାଦେ ଆଗକୁ ବଢ଼ିଛି ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ। ସମସ୍ତ ମୃତଦେହକୁ ସାଇକୋଲଜିକାଲ୍ ଅଟୋପ୍‌ସି କରାଯିବ। ମୃତ୍ୟୁ ପୂର୍ବରୁ ମାନସିକ ଅବସ୍ଥା କିପରି ଥିଲା ସେ ନେଇ ଯାଞ୍ଚ ହେବ ବୋଲି ପୋଲିସ କହିଛି। ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଗୋଟିଏ ଘରୁ ଏକସଙ୍ଗେ ୧୧ଟି ମୃତଦେହ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story