ସିଏଏ ହିଂସା: ୧୧ ଦିନ ପରେ ୪ ନିର୍ଦ୍ଦୋଷ ଜେଲରୁ ମୁକୁଳିଲେ

ମୁଜାଫରନଗର: ନାଗରିକତା ସଂଶୋଧନ ଆଇନ ହିଂସା ମାମଲାରେ ୪ ଜଣ ନିର୍ଦ୍ଦୋଷ ଉତ୍ତର ପ୍ରଦେଶ ମୁଜାଫରନଗର ଜେଲରୁ ୧୧ ଦିନ ପରେ ମୁକୁଳିଛନ୍ତି। ଏହି ୪ ଜଣଙ୍କ ମଧ୍ୟରୁ ଜଣେ ସରକାରୀ କିରାଣୀ ରହିଛନ୍ତି। ୨୦ ଡିସେମ୍ୱରରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ବେଳେ ପୁଲିସ ଏହି ୪ ଜଣଙ୍କୁ ଗିରଫ କରିଥିଲା। ପୁଲିସ ମୋଟ୍ ୭୩ ଜଣଙ୍କୁ ଏହି ମାମଲାରେ ଗିରଫ କରିଥିଲା। ପୁଲିସ ଏବେ ନିର୍ଦ୍ଦୋଷ ମାନଙ୍କୁ ଚିହ୍ନଟ କରୁଛି। ସରକାରୀ କିରାଣୀ […]

cAA-Up

cAA-Up

Subhransu Sekhar
  • Published: Wednesday, 01 January 2020
  • Updated: 01 January 2020, 12:45 PM IST

Sports

Latest News

ମୁଜାଫରନଗର: ନାଗରିକତା ସଂଶୋଧନ ଆଇନ ହିଂସା ମାମଲାରେ ୪ ଜଣ ନିର୍ଦ୍ଦୋଷ ଉତ୍ତର ପ୍ରଦେଶ ମୁଜାଫରନଗର ଜେଲରୁ ୧୧ ଦିନ ପରେ ମୁକୁଳିଛନ୍ତି। ଏହି ୪ ଜଣଙ୍କ ମଧ୍ୟରୁ ଜଣେ ସରକାରୀ କିରାଣୀ ରହିଛନ୍ତି। ୨୦ ଡିସେମ୍ୱରରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ବେଳେ ପୁଲିସ ଏହି ୪ ଜଣଙ୍କୁ ଗିରଫ କରିଥିଲା। ପୁଲିସ ମୋଟ୍ ୭୩ ଜଣଙ୍କୁ ଏହି ମାମଲାରେ ଗିରଫ କରିଥିଲା। ପୁଲିସ ଏବେ ନିର୍ଦ୍ଦୋଷ ମାନଙ୍କୁ ଚିହ୍ନଟ କରୁଛି।

ସରକାରୀ କିରାଣୀ ମହମ୍ମଦ ଫାରୁକ ହିଂସା ବେଳେ ନିଜ ଅଫିସରେ କାମ କରୁଥିଲେ। ଏ ନେଇ ମହମ୍ମଦଙ୍କ ପରିବାର ଲୋକେ ପୁଲିସକୁ ପ୍ରମାଣ ଦେଇଥିଲେ। ଏହାପରେ ପୁଲିସ୍ ତାଙ୍କୁ ଛାଡ଼ି ଦେଇଛି। ଯଦି ଫାରୁକ ଅଫିସରେ ଥିଲେ କେଉଁ ଆଧାରରେ ଓ କେଉଁ ପରିସ୍ଥିତିରେ ମହମ୍ମଦଙ୍କୁ ମୁଜାଫରନଗର ପୁଲିସ ଗିରଫ କରିଥିଲା ତାହା ଏବେ ବଡ଼ ପ୍ରଶ୍ନ।

ଜେଲରୁ ମୁକୁଳିଥିବା ଅନ୍ୟ ତିନି ଜଣ ହେଲେ ଅତିକ ଅହମଦ, ଶୋଏବ ଏବଂ ଖଲିଦ। ଏହି ତିନି ଜଣ ମରେଠ ହସ୍ପିଟାଲକୁ ନିଜର ଜଣେ ସମ୍ପର୍କୀୟଙ୍କୁ ନେଇ ଯାଉଥିବା ବେଳେ ହିଂସା ଦେଖାଦେଇଥିଲା। ଏହାପରେ ପୁଲିସ ଏମାନଙ୍କୁ ଗିରଫ କରିଥିଲା ବୋଲି ଜଣାପଡ଼ିଛି।

ଜେଲ ସୁପରିଟେଣ୍ଡେଣ୍ଟ ସତପାଲ ଅନ୍ତିଲ କହିଛନ୍ତି, ତଦନ୍ତ ପରେ ଜଣାପଡ଼ିଛି ଏହି ୪ ଜଣ ନିର୍ଦୋଷ। ହିଂସାରେ ଏମାନଙ୍କର କୌଣସି ପ୍ରକାର ସଂପୃକ୍ତି ନାହିଁ। ତେଣୁ ଆଇନର ଧାରା ୧୬୯ ଆଧାରରେ ପୁଲିସ ଏମାନଙ୍କୁ ଖଲାସ କରିଛି। ହିଂସା ସ୍ଥଳରେ ସେମାନେ ଉପସ୍ଥିତ ଥିଲେ ତେଣୁ ହିଂସାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଏମାନଙ୍କୁ ସନ୍ଦେହ କରି ଗିରଫ କରିଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story