କ୍ୟାସ ଫର୍ ଭୋଟ୍ ମାମଲା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ କ୍ୟାସ ଫର୍ ଭୋଟ୍ ମାମଲାରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଏନବିବି ପ୍ରସାଦ ନାମକ ଜଣେ ବ୍ୟକ୍ତି ବିଶାଖାପାଟଣାରେ ଅଭିଯୋଗ ଆଣିଥିଲେ । ମୁଖ୍ୟମନ୍ତ୍ରୀ ରାଓଙ୍କ ବିରୋଧରେ ୪୬୪, ୧୬୭ ଓ ୧୨୦ ମାମଲା ଦର୍ଜ କରାଯାଇଛି । ଏହାବ୍ୟତୀତ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ଟିଡିପି ବିଧାୟକ ଉମାମହେଶ୍ୱର ରାଓ  ବିଜୟୱାଡାରେ ଏତଲା ଦେଇଛନ୍ତି ।

chandrashekar-rao

Rakesh Mallick
  • Published: Monday, 08 June 2015
  • , Updated: 08 June 2015, 07:24 AM IST

Related story