ବିଦେଶୀ ପାଣ୍ଠି: ବରିଷ୍ଠ ଆଇନଜୀବୀଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରତିଷ୍ଠିତ ଓକିଲ ଇନ୍ଦିରା ଜୟସିଂ ଏବଂ ଆନନ୍ଦ ଗ୍ରୋଭରଙ୍କ ଦିଲ୍ଲୀ ଏବଂ ମୁମ୍ୱାଇ ବାସଭବନରେ ଆଜି ସିବିଆଇ ଚଢ଼ଉ କରିଛି। ‘ଲୟର୍ସ କଲେକ୍ଟିଭ’ ନାମରେ ଏକ ସଂସ୍ଥା କରି ଏହି ଦୁଇ ଆଇନଜୀବୀ ବେଆଇନ ଭାବରେ ତାଙ୍କ ସଂସ୍ଥା ପାଇଁ ଟଙ୍କା ଆଣୁଥିବା ଅଭିଯୋଗରେ ସିବିଆଇ ଏହି ରେଡ୍ କରିଛି। ‘ଲୟର୍ସ କଲେକ୍ଟିଭ୍’ ସଂସ୍ଥା ବିଦେଶରୁ ବେଆଇନ ଭାବରେ ଟଙ୍କା ଆଣୁଥିବା ଅଭିଯୋଗ ହୋଇଥିଲା। ମିଡିଆରେ ଏଚଆଇଭି ଏଡସ ସମ୍ପର୍କରେ ସଚେତନତା ତଥା […]

Indira Jaising

Indira Jaising

Subhransu Sekhar
  • Published: Thursday, 11 July 2019
  • Updated: 11 July 2019, 02:56 PM IST
ନୂଆଦିଲ୍ଲୀ: ଦେଶର ଦୁଇ ପ୍ରତିଷ୍ଠିତ ଓକିଲ ଇନ୍ଦିରା ଜୟସିଂ ଏବଂ ଆନନ୍ଦ ଗ୍ରୋଭରଙ୍କ ଦିଲ୍ଲୀ ଏବଂ ମୁମ୍ୱାଇ ବାସଭବନରେ ଆଜି ସିବିଆଇ ଚଢ଼ଉ କରିଛି। 'ଲୟର୍ସ କଲେକ୍ଟିଭ' ନାମରେ ଏକ ସଂସ୍ଥା କରି ଏହି ଦୁଇ ଆଇନଜୀବୀ ବେଆଇନ ଭାବରେ ତାଙ୍କ ସଂସ୍ଥା ପାଇଁ ଟଙ୍କା ଆଣୁଥିବା ଅଭିଯୋଗରେ ସିବିଆଇ ଏହି ରେଡ୍ କରିଛି।

'ଲୟର୍ସ କଲେକ୍ଟିଭ୍' ସଂସ୍ଥା ବିଦେଶରୁ ବେଆଇନ ଭାବରେ ଟଙ୍କା ଆଣୁଥିବା ଅଭିଯୋଗ ହୋଇଥିଲା। ମିଡିଆରେ ଏଚଆଇଭି ଏଡସ ସମ୍ପର୍କରେ ସଚେତନତା ତଥା ଓକିଲାତି କରିବା ପାଇଁ ଏହି ଟଙ୍କା ଲୟର୍ସ କଲେକ୍ଟିଭ ମାଧ୍ୟମରେ ଆସିଥିଲା ବୋଲି ଗୃହ ମନ୍ତ୍ରଣାଳୟ ଜାଣିବାକୁ ପାଇଥିଲା। ଏଥିସହ ତାଙ୍କର ଏହି ସଂସ୍ଥା ଏଫସିଆରଏ ଆଇନ ବିରୋଧରେ ଧାରଣା ଦେଇଥିଲା। ଏହା ସରକାରୀ ଆଇନ ବିରୋଧୀ କାର୍ଯ୍ୟକ୍ରମ ବୋଲି  ଦର୍ଶାଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ 'ଲୟର୍ସ କଲେକ୍ଟିଭ'ର ଏଫସିଆରଏ ଲାଇସେନ୍ସ ରଦ୍ଦ କରି ଦେଇଥିଲା। ଏହାପରେ ସିବିଆଇ ଆଇନଜୀବୀ ଆନନ୍ଦ ଗ୍ରୋଭର ଏବଂ ସଂସ୍ଥା ବିରୋଧରେ ମାମଲା ରୁଜୁ ହୋଇଥିଲା।

ତେବେ ସିବିଆଇ ଯେଉଁ ଅଭିଯୋଗ ତାଙ୍କ ବିରୋଧରେ ଆଣିଛି ତାହା ଭିତ୍ତିହୀନ ବୋଲି ଆନନ୍ଦ ଗ୍ରୋଭର କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୯ ରୁ ୨୦୧୪ ୟୁପିଏ ସରକାର ବେଳେ ଅତିରିକ୍ତ ସେଲିସିଟର ଜେନେରାଲ ଥିଲେ ଇନ୍ଦିରା ଜୟସିଂ ଏବଂ ଆନନ୍ଦ ଗ୍ରୋଭର। ଏହି ସମୟରେ ତାଙ୍କ ବିରୋଧରେ ବେଆଇନ ଭାବରେ ବିଦେଶୀ ଟଙ୍କା ତାଙ୍କ ସଂସ୍ଥା ପାଇଁ ଆଣୁଥିଲେ ବୋଲି ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story