ବ୍ରିଟେନ୍‌ ଗଲା ସିବିଆଇ ଟିମ୍, ଭାରତ ଫେରିବେ ମାଲ୍ୟା!

ନୂଆଦିଲ୍ଲୀ: ସୋମବାର ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ ଯୋଗଦେବାପାଇଁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏସ୍‌ ସାଇ ମନୋହରଙ୍କ ନେତୃତ୍ୱରେ ଏକ ଟିମ୍‌ ବ୍ରିଟେନ୍‌ ଗସ୍ତ କରିଛନ୍ତି। ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମ୍ଭବ ହେଲେ ସେ ଏହି ଅଧିକାରୀଙ୍କ ସହିତ ଭାରତ ଫେରିବାର ସମ୍ଭାବନା ରହିଛି ରାକେଶ ଆସ୍ଥାନାଙ୍କ ମାମଲାର ଶୁଣାଣି ସରିନଥିବାରୁ ତାଙ୍କ ସ୍ଥାନରେ ମନୋହରଙ୍କୁ ଯିବାକୁ ପଡ଼ିଛି। ଅସ୍ଥାନା ପୂର୍ବରୁ ଏସ୍‌ଆଇଟି ମୁଖ୍ୟ ଦାୟିତ୍ୱରେ ଥିଲେ, ଯାହା ବର୍ତ୍ତମାନ ମନୋହର […]

malya

malya

Subrat Kumar Nayak
  • Published: Sunday, 09 December 2018
  • Updated: 09 December 2018, 10:01 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ ଯୋଗଦେବାପାଇଁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏସ୍‌ ସାଇ ମନୋହରଙ୍କ ନେତୃତ୍ୱରେ ଏକ ଟିମ୍‌ ବ୍ରିଟେନ୍‌ ଗସ୍ତ କରିଛନ୍ତି। ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମ୍ଭବ ହେଲେ ସେ ଏହି ଅଧିକାରୀଙ୍କ ସହିତ ଭାରତ ଫେରିବାର ସମ୍ଭାବନା ରହିଛି

ରାକେଶ ଆସ୍ଥାନାଙ୍କ ମାମଲାର ଶୁଣାଣି ସରିନଥିବାରୁ ତାଙ୍କ ସ୍ଥାନରେ ମନୋହରଙ୍କୁ ଯିବାକୁ ପଡ଼ିଛି। ଅସ୍ଥାନା ପୂର୍ବରୁ ଏସ୍‌ଆଇଟି ମୁଖ୍ୟ ଦାୟିତ୍ୱରେ ଥିଲେ, ଯାହା ବର୍ତ୍ତମାନ ମନୋହର ସମ୍ଭାଳୁଛନ୍ତି। ସିବିଆଇ ଅଧିକାରୀମାନଙ୍କ ସହିତ ଦୁଇ ଜଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ ମଧ୍ୟ ଏହି ଗସ୍ତରେ ଯାଇଛନ୍ତି।

ମାଲ୍ୟାଙ୍କ ନାମରେ ୯ହଜାର କୋଟି ଟଙ୍କାର ଋଣ ଖିଲାପ ଏବଂ ଅର୍ଥ ହେରଫେର ଅଭିଯୋଗ ରହିଛି। ସେ ୨୦୧୬ ମସିହା ମାର୍ଚ୍ଚରୁ ଲଣ୍ଡନ୍‌ରେ ଆତ୍ମନିର୍ବାସନରେ ଅଛନ୍ତି।

ଭାରତୀୟ ତଦନ୍ତକାରୀ ସଂସ୍ଥା ତାଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି। ଆସନ୍ତାକାଲି ଲଣ୍ଡନ୍‌ର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story